STORYMIRROR

ନିରଂଜନ ପଧାନ

Romance Others

4  

ନିରଂଜନ ପଧାନ

Romance Others

କେମିତି ଜଣେଇବି ଅଭନନ୍ଦନ

କେମିତି ଜଣେଇବି ଅଭନନ୍ଦନ

1 min
213

କେମିତି ଜଣେଇବି କୁହ ନୂତନ ବର୍ଷର ଅଭିନନ୍ଦଦ ତୁମକୁ 

ତୁମେ ପରା ନାହଁ ଆଉ ଆଜି ସାଥେ ମୋର,

ଯୋଉଠି ବି ଥାଅ ଯେମିତି ବି ଥା ଫୁଲେଇ ପ୍ରିୟା ଗୋ

ସଦା ସର୍ବବା ହସ ଖୁସିରେ ଭରିିଥାଉ ଜୀବନ ତୁମର ॥


ନୂତନ ବର୍ଷରେ ତୁମ ଜୀବନରେ ନଆସୁ କିଛି ଦୁଃଖ ଯନ୍ତ୍ରଣା

ତୁମ ମନେ ନଆସୁ କେବେ ଇର୍ଷା, ସ୍ୱାର୍ଥ ଆଉ ଅହଂଭାବନା,

ସଦା ଝରିପଡୁ ତୁମ ପାଦ ତଳେ ହସଖୁସିର ଝରଣା 

କାଳିଆ ଠାକୁର ପାଶେ ତୁମ ପାଇଁ ପ୍ରିୟା ଏତିକି କାମନା ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance