Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ନିରଂଜନ ପଧାନ

Romance Tragedy

4.3  

ନିରଂଜନ ପଧାନ

Romance Tragedy

ଅଦିନ ବର୍ଷା

ଅଦିନ ବର୍ଷା

1 min
207


ଆଜି ପୂଣି ଏଇ ଅଦିନରେ ବର୍ଷା ,

ମନେ ପକେଇ ଦିଏ ମୋର ଅତୀତର ସବୁ ଅଭୁଲା ଗାଥା ।


ଦିନେ ତୁମ ସହ ମୁଁ ଭିଜୁଥିଲି ଏ ବର୍ଷାରେ ,

ଆଜି ଏକା ମୁଁ ଭିଜୁଛି ମୋ ଲୁହ ଧାରାରେ ।


 ତଫାତ୍ ଖାଲି ଏତିକି ?


ସେ ଦିନ ଖୁସିରେ ଭିଜୁଥିଲି ତୁମ ସାଥିରେ ,

ଆଜି ବି ଭିଜୁଛି ତୁମେ ହାତ ଛାଡି ଚାଲିଗଲା ପରେ।


ଦିନେ ତୁମେ ତ କହୁଥିଲ ବର୍ଷାରେ ଭିଜିବା ପସନ୍ଦ ତୁମର ,

ଏ ଅଦିନ ବର୍ଷା ବୋଧେ ଆଜି କିଛିି ସନ୍ଦେଶ ଆଣିଛି ତୁମର ।


ଅଦିିନ ବର୍ଷାରେ ଆଉ କେବେ ଆସିବୁନି ମୋ ଜୀବନରେ ,

ତତେ ଦେଖିଲେ ମନେ ପଡିଯାଏ ଫୁଲେଇ ପ୍ରିୟା ପୁଣି ଥରେ ।

ଅଦିନ ବର୍ଷାରେ ଏତିକି ଅନୁରୋଧ ମୋର ରଖିଯା ,

ସବୁ ଦିନ ପାଇଁ ମୋ ଜୀବନରୁ ବର୍ଷା ତୁ ଲୋ ଫେରିଯା ।


ମୁଁ ମଲା ପରେ ବର୍ଷା ପୁଣି ଆସିବୁ ତୁ ଆଉ ଥରେ ଏକା ,

ମନେ ପକେଇଦବୁ ଫୁଲେଇ ପ୍ରିୟାକୁ ମୋ ମରଣର ଶୁଭବାର୍ତ୍ତା ।


ମୋ ମରଣ ଦେଖି ଖୁସିହବ ସିଏ ଦିନେ କହୁଥିଲା ରଡି ,

ତା ସପନ ଆଜି ସତ କରିବାକୁ ମୁଁ ଏ ଦୁନିଆଁ ଯାଉଛି ଛାଡି ।

                    ମୁଁ ଏ ଦୁନିଆଁ ଯାଉଛି ଛାଡି ।


Rate this content
Log in

Similar oriya poem from Romance