Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ନିରଂଜନ ପଧାନ

Inspirational

4.3  

ନିରଂଜନ ପଧାନ

Inspirational

ମୋ ଘର

ମୋ ଘର

1 min
191


ଘରଟି ମୋର ସରଗ ପୁର

ମା ବାପା ମୋ ପାଇଁ ଏଠି ଚଳନ୍ତି ଠାକୁର ।


ଏମାନଙ୍କୁ ନେଇ ଗଢା ମୋ ପରିବାର

ବାପା ମାଆଙ୍କୁ ନେଇ ଘରେ ନିତି ଛୁଟେ ଖୁସିର ଜୁଆର ।


ମା ବାପା ମୋତେ ନିତି କରନ୍ତି ଆଦର 

ସେମାନଙ୍କ ପାଇଁ ମୁଁ ଗଳାର ହାର ।


ଏମାନେ ସହି ନିଅନ୍ତି ମୋର ସବୁ ମାନ ଅଭିମାନ

ଏମାନଙ୍କ ସେବାରେ ମୁଁ କାଟି ଦେବି ମୋର ସାରା ଜୀବନ ।


Rate this content
Log in

Similar oriya poem from Inspirational