Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

ନିରଂଜନ ପଧାନ

Inspirational


4.3  

ନିରଂଜନ ପଧାନ

Inspirational


ମୋ ଘର

ମୋ ଘର

1 min 172 1 min 172

ଘରଟି ମୋର ସରଗ ପୁର

ମା ବାପା ମୋ ପାଇଁ ଏଠି ଚଳନ୍ତି ଠାକୁର ।


ଏମାନଙ୍କୁ ନେଇ ଗଢା ମୋ ପରିବାର

ବାପା ମାଆଙ୍କୁ ନେଇ ଘରେ ନିତି ଛୁଟେ ଖୁସିର ଜୁଆର ।


ମା ବାପା ମୋତେ ନିତି କରନ୍ତି ଆଦର 

ସେମାନଙ୍କ ପାଇଁ ମୁଁ ଗଳାର ହାର ।


ଏମାନେ ସହି ନିଅନ୍ତି ମୋର ସବୁ ମାନ ଅଭିମାନ

ଏମାନଙ୍କ ସେବାରେ ମୁଁ କାଟି ଦେବି ମୋର ସାରା ଜୀବନ ।


Rate this content
Log in

More oriya poem from ନିରଂଜନ ପଧାନ

Similar oriya poem from Inspirational