STORYMIRROR

ନିରଂଜନ ପଧାନ

Inspirational

2  

ନିରଂଜନ ପଧାନ

Inspirational

ବନ୍ଧୁ

ବନ୍ଧୁ

1 min
143

ତୁମ ପରି ଏକ ବନ୍ଧୁଟେ ପାଇଛି ବୋଲି ,

ମୋର ଏ ଜୀବନ ହୋଇଛି ଧନ୍ୟ ।


ମନ ଦୁଃଖରେ ଥିଲେ ମୁଁ ହସେଇ ପାରୁଛ ,

ବନ୍ଧୁମାନଙ୍କ ମଧ୍ୟେ ସର୍ବାଗ୍ରେ ତୁମ ସ୍ଥାନ ।


କୋଉ ଜନମରେ କି ପୂଣ୍ୟ କରିଥିଲି ,

ଏ ଜନମେ ବନ୍ଧୁ ରୂପ ତୁମକୁ ମୁଁ ପାଇଲି ।


ଏ ଜନମରେ ନୁହେଁ ସାତ ଜନମ ପାଇଁ ବନ୍ଧୁ ,

ଠାକୁରଙ୍କ ପାଖେ  ତୁମକୁ ମୁଁ ଆଜି ମାଗି ଆସିଲି ।



Rate this content
Log in

Similar oriya poem from Inspirational