STORYMIRROR

ନିରଂଜନ ପଧାନ

Romance Others

2  

ନିରଂଜନ ପଧାନ

Romance Others

ମନ ମୋ ମାନୁନି

ମନ ମୋ ମାନୁନି

1 min
134

ମନ ମୋ ମାନୁନି        ବୁଝି ମୁ ପାରୁନି

     କାଇଁ ଏକା ଛାଡି ଗଲୁ ମତେ

ଯଦିଭୂଲ୍ ମୋର ଥିଲା   ଥରେ କହିଲୁନି କାଇଁ 

   ମତେ ଏକା କରି ଚାଲି ଗଲୁ ସତେ ॥


ମନ ର ଯନ୍ତ୍ରଣା ସବୁ    ମନ ରେ ଚାପି ଆଜି ମୁଁ 

     ହସେ ମନେ ମନେ ଏକା ଏତେ

ଯିଏ ଯେବ ବି ଦେଖୁଛି   ସେ ହିଁ ମତେ କହୁଛି 

  ତତେ କିଏ ସେ କିମିଆଁ କରି ଗଲା ଏତେ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance