Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshyama sagar Prusty

Romance Others

4  

Kshyama sagar Prusty

Romance Others

ଅତୀତର ଅଭୁଲା, ଅଲିଭା ସ୍ମୃତି

ଅତୀତର ଅଭୁଲା, ଅଲିଭା ସ୍ମୃତି

1 min
250



ଆଜି କାଇଁ ବେଶୀ ମନେପଡେ 

ସ୍ମୃତି ତୁମର l

କିଛି ଅଭୁଲା, ଅଲିଭା ସ୍ମୃତି

ଅନୁଭୂତି ଅତୀତର ll

ତୁମ ଗାଁର ସେଇ ସବୁଜ ବନାନୀ

ଝରଣାର ଝର l

ତୁମ ଗାଁ ସେଇ ନଈର ଧାର

ନାଉରିଆର ସୁମଧୁର କଣ୍ଠ ସ୍ୱର ll

ତୁମ ଗାଁର ସେଇ ପୁରୁଣା ମନ୍ଦିର l

ମନ୍ଦିରେ ଜାଳିଥିଲେ ଦୀପ

ତୋର ମୋର ll

ତୁମ ସେଇ ଛୋଟ କୁଡ଼ିଆ ଘର l

ଅତି ସୁନ୍ଦର ସେଇ ବଗିଚା ତୁମର ll

ଖଟା ମିଠା ଦହି ସର୍ବତ ତୁମ ହାତର l

ତୁମ ବାପା,ମାଙ୍କ ସ୍ନେହ ପ୍ରେମ

ଆଦରର ଉପହାର ll

ଆଜି କାଇଁ ବେଶୀ ମନେପଡେ

ସ୍ମୃତି ତୁମର l

ସେଇ ଅଭୁଲା, ଅଲିଭା ସ୍ମୃତି

ଅନୁଭୂତି ଅତୀତର ll


Rate this content
Log in

Similar oriya poem from Romance