Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Fantasy Inspirational

0.4  

Amiya Bej

Fantasy Inspirational

ତୁ'

ତୁ'

8 mins
6.5K


ଧିରେଧିରେ -

ପ୍ରକୃତି - ପ୍ରେମର କବିତା 

ମିଳନ - ବିରହର କବିତା 

ଦେହ - ଦହନର କବିତା 

ବିଚ୍ଛେଦ - ବିରୋଧର କବିତା 

ଇର୍ଷା - ଘୃଣାର କବିତା 

ଜୀବନ - ଦର୍ଶନର କବିତା 

ଜନ୍ମ - ମୃତ୍ୟୁର କବିତା 

...

ତୁଚ୍ଛା ସରଳ ମଣିଷରୁ -

ଜଟିଳ କବିଟେ' ବନିଯିବାର ,

ସବୁଯାକ କାରଣ , ନୁହଁକି 'ତୁ' ???

( କବି ଦିବସରେ ତା'କୁ ଉତ୍ସର୍ଗ )

ଅମିୟ 


Rate this content
Log in

Similar oriya poem from Fantasy