Audio

Forum

Read

Contests

Language


Write

Sign in
Wohoo!,
Dear user,
ତୁ'
ତୁ'
★★★★★

© Amiya Bej

Fantasy Inspirational

8 Minutes   6.5K    2


Content Ranking

ଧିରେଧିରେ -

ପ୍ରକୃତି - ପ୍ରେମର କବିତା 

ମିଳନ - ବିରହର କବିତା 

ଦେହ - ଦହନର କବିତା 

ବିଚ୍ଛେଦ - ବିରୋଧର କବିତା 

ଇର୍ଷା - ଘୃଣାର କବିତା 

ଜୀବନ - ଦର୍ଶନର କବିତା 

ଜନ୍ମ - ମୃତ୍ୟୁର କବିତା 

...

ତୁଚ୍ଛା ସରଳ ମଣିଷରୁ -

ଜଟିଳ କବିଟେ' ବନିଯିବାର ,

ସବୁଯାକ କାରଣ , ନୁହଁକି 'ତୁ' ???

( କବି ଦିବସରେ ତା'କୁ ଉତ୍ସର୍ଗ )

ଅମିୟ 

ପ୍ରକୃତି - ପ୍ରେମର ସରଳ ମଣିଷରୁ କାରଣ 'ତୁ'

Rate the content


Originality
Flow
Language
Cover design

Comments

Post


Some text some message..