ମୋନାଲିସା ଗଲାପରେ କଣ୍ଢେଇ ଆସିଲା
ମୋନାଲିସା ଗଲାପରେ କଣ୍ଢେଇ ଆସିଲା
ମୋନାଲିସାର ଫୋଟୋର ହସ ଦେଖିବା ପାଇଁ ଲୋକ ଯେମିତି ପାଗଳ ହୁଅନ୍ତି ସେମିତି ଆମ ଗାଁ ର ମୋନା ଭାଉଜ , ଯଥା ଝରିଆ ପ୍ରଧାନର ମାଇପ ମୋନାଲିସା ପ୍ରଧାନ । ଅଗନା ଅଗନି ବନସ୍ତକୁ ଲାଗି ଶ୍ୟାମସୁନ୍ଦର ପୁର ଗାଁ । ସହରି ସଭ୍ୟତା ର ପାଦଚି଼ହ୍ନ ପଡିନି ସେ ଗାଁରେ । ମୋନା ଭାଉଜର ତୋଫା ଗୋରା ଚେହେରା ସାଙ୍ଗକୁ କଣୁଆ ହସ , ମତୁଆଲା କରେ ସମସ୍ତଙ୍କୁ । ଭାଉଜ ଯେତେବେଳେ ଓଦା ସରସର ଲୁଗାରେ ନଈରୁ ଗାଧୋଇ ଫେରେ ଲୋକେମାନେ ତାହାର ସେ ରୁପକୁ ଦେଖିବା ଲାଗି ଗାଁ ମୁଣ୍ଡ ଶଙ୍କରା ଦୋକାନ ପାଖରେ ଭିଡ଼ ଲଗାଇଥାନ୍ତି । ମିଛ କାହିଁ କହିବି ! ମୁଁ ବେଳେବେଳେ ସ୍ୱପ୍ନରେ ମୋନା ଭାଉଜ ସହ ଜହ୍ନ ରାଇଜରେ ବୁଲି ଆସେ ।
ଝରିଆ ଭାଇ କିନ୍ତୁ ବିରକ୍ତ ହୁଏ ସବୁବେଳେ ମୋନା ଭାଉଜ ଉପରେ ....... କେତେଥର କହିଲିନି ସକାଳ ହେବା ପୂର୍ବରୁ ଗାଧୋଇ ଆସେ ନହେଲେ ଘରକୁ ମୁଁ ପାଣି ବୋହି ଆଣୁଚି ଏଠି ଗାଧାଅ । ନାଇଁ ମାଇକିନିଆଟାର ଏକଜିଦ୍ଦି ନଈରେ ବୁଡ଼ ପକାଇବ । ଗାଁ ଲୋକ ଗୁଡାକ ଯେମିତି ଶାଗୁଣା ଛଞ୍ଚାଣ ଭଳିଆ ମୋନାଲିସା କୁ ଚାହାଁନ୍ତି ଲାଗେ ବହୁ ଦିନରୁ ଭୋକିଲା ଅଛନ୍ତି ହାଡ ମାଂସ ରକ୍ତ ଖାଇବା ଲାଗି ।
କଥାକୁ କଥା ଲଗାଇ ମୋନା ଭାଉଜ ଝରିଆ କୁ କୁହେ.... ଗୋଟେ ଦଶ ବର୍ଷ ଝିଅ ର ମା ହେଲାଣି ସେ , ତାହାର ପୁଣି କି ରୂପ କି ଯୌବନ ଅଛି ଯେ ଗାଁ ଲୋକ ଗୁଡାକ ଆଖିରେ ରନ୍ଧି ପକାଇବେ । ଯେମିତି ମୁଁ ଘରେ ରହିଲେ ମୋ ଗୋଡ଼ ତଳେ ଆଣି ସବୁବେଳେ ଓଜାରୀ ପକାଇବୁ । ବାର ବର୍ଷ ହେବାକୁ ବସିଲାଣି ଆମ ବାହାଘର କେବେ ଗୋଟିଏ ଭଲ ଶାଢ଼ୀ ପିନ୍ଧିବାକୁ ଦେଇଛୁ , ନା କେବେ ଯାତ ଦେଖାଇ ନେଇଛୁ । ଚିରା ଫଟା ଲୁଗା ପିନ୍ଧି ଗାଁରେ ଚାଲିଲେ ଗାଁ ଲୋକ ଚାହିଁବେନି ତ କଣ ଗାଈ ବଳଦ ଚାହିଁବେ । ପାଣି ଶଙ୍ଖା ଦୁଇପଟ ଆଣିବାକୁ କହିଥିଲି ସେତକ ବି ତୋ ଦ୍ୱାରା ହେଲାନି , ମୁଁ ଘରୁ ଗୋଡ଼ କାଢ଼ିଲେ ୟାକୁ ପୁଣି ଲାଜ ପସିଯାଉଛି ଲାଜ । ମୁଁ ବି ବେଳେବେଳେ ଭାବେ ଯେତେବେଳେ ମୁଁ ମୋନା ଭାଉଜ ସହ ଜହ୍ନ ରାଇଜକୁ ଯାଏ ସେତେବେଳେ ଯଦି ବିଚାରି ମୋତେ ପାଣି ଶଙ୍ଖା ମାଗିଥାନ୍ତା ମୁଁ ତାକୁ କେବେଠୁ ଦେଇସାରନ୍ତିନି ।
ସ୍ୱାମୀ ସ୍ତ୍ରୀ ଦୁଇଟାଙ୍କର କଥା ନସରୁଣୁ , ପକାଶ ନନା ଘର ଭିତରକୁ ପଶି ଆସି ମୋନା ଭାଉଜ ଆଉ ଝରିଆ ନନା କୁ ଦଣ୍ଡବତଟେ ମାରିଲା । ସୁଦୂର ବାଙ୍ଗାଲୋର ସହରରେ ରହି କଣ କାମ କରେ ମୁଁ ଜାଣିନି । ପାଖାପାଖି ତିନିବର୍ଷ ପରେ ଗାଁକୁ ଫେରିଛି । ବିଦେଶ ରହି କାମ କରିବାରେ ଆମ ଗାଁ ର ପ୍ରଥମ ଲୋକ ସେ । ପଦର ଜୋତା , ନୂଆ ଚକକିଆ କପଡା , ହାତରେ ସିଲଟ ଭଳିଆ ଦାମୀ ମୋବାଇଲ ଦେଖି ମୋନା ଭାଉଜ କହିଲା ------ ତୁମେ ପ୍ରକାଶ ନା ...?
ମୋନା ଭାଉଜ ର ଉତ୍ତର ଦେବାକୁ ଯାଇ ପ୍ରକାଶ ନନା କହିଲେ ,ହଁ ମୁ ପ୍ରକାଶ ...।
ମୋନାଭାଉଜ କହିଲେ -----ତୁମ ନାଁ ରେ ମୁଁ ବହୁତ ଶୁଣିଚି ଆଜି ପ୍ରଥମ ଥର ପାଇଁ ଦେଖିଲି ....
ପ୍ରକାଶ ନନା କହିଲେ ---- ତୁମେ ବହୁତ ସୁନ୍ଦର ବୋଲି ଆଗରୁ ଶୁଣିଥିଲି କିନ୍ତୁ ତୁମେ ତ ମୋ କଳ୍ପନା ବାହାରେ .... ସତରେ ଆମ ଝରିଆ ଭାଇ ଗରିବ ହେଲେ କଣ ହେଲା ଭାରି ଭାଗ୍ୟବାନ ତୁମ ଭଳିଆ ସ୍ତ୍ରୀ ଟେ ପାଇ ।
ଏମିତି କିଛିଦିନ ଭିତରେ ପ୍ରକାଶ ନନା ମୋନା ଭାଉଜକୁ ଦାମୀ ଦାମୀ ଉପହାର ଦେଇ ନିକଟତର ହେବାକୁ ଲାଗିଲେ । ମୋନା ଭାଉଜର ଯାହା ଯାହା ଦରକାର ପ୍ରକାଶ ନନା ଙ୍କୁ କହିବା ମାତ୍ରେ ନନା ଆଣି ହାଜର କରିଦେଉଥିଲେ । ଆଉ ମୋନା ଭାଉଜର ଗାଁ ଲୋକମାନଙ୍କ ପ୍ରତି ସେ ଠାଣ ଚାହାଣି ନଥିଲା । ଗାଁ ଲୋକ ଙ୍କ କଥା ତ ଆପଣ ମାନଙ୍କୁ ଅଛପା ନଥିବ ..... ସମସ୍ତେ ଟୁପୁରୁ ଟାପୁରୁ ହେଲେ କହିଲେ ----- ଝରିଆ ମାଈପ ସହ ପ୍ରକାଶ ର ପୀରତି ଖେଳ ଚାଲିଛି ।
କଥାଟା ଯାଇଁ ଝରିଆ କାନରେ ପଡିଲା ---- ଝରିଆ ବି ଦେଖୁଥିଲା ମାଇକିନିଆ ଟା ଆଜି କାଲି ତା ଉପରେ ବହୁତ ଚିଡିଚିଡି ହେଉଛି । ମନେମନେ ହସୁଚି । ଶ୍ରଦ୍ଧାରେ ଯଦି ତା ହାତଟାକୁ ଧରି ନେଉଛି , ହାତ ଛାଟି ଦେଇ କହୁଛି ଏମିତି ଗୋଟେ କଣ ହେଉଛ ଝିଅ କଣ୍ଢେଇ ବଡ଼ ହେଲାନି , ଏସବୁ ଦେଖିଲେ କଣ ଭାବିବ ? ତାହେଲେ ମୁଁ ନଥିବା ବେଳେ ଘରେ ଏଇୟା ଚାଲିଛି । ମୋନା ଭାଉଜକୁ ଡାକି କଥାଟା କଣ ସତସତ କହିବାକୁ କହିଲା .... ଭାଉଜ କହିଲେ ଏଥିରେ କଣ ଅଛି , ଯଦି ଦିଅରଟା ଶ୍ରଦ୍ଧାରେ ଆଣି ମୋତେ ଶାଢ଼ୀ ଖଣ୍ଡେ କି କାଚ ହଳେ ଦେଇଦେଲା କଣ ଟା ଭାସିଗଲା ସେଉଠୁ । ତୁମେ ନିଜେ ତ ଆଯୋଗ୍ୟା ଗାଁ ଲୋକ କଣ କହିଲେ ବୋଲି ମୋତେ ସଂନ୍ଦେହେ କରୁଚ .... ସେଦିନ ଝରିଆ ଭାଇ ସିଧା ସିଧା କହିଦେଲା ତୋର ଆଜିଠୁ ପ୍ରକାଶ ସହିତ ମିଳାମିଶା ବନ୍ଦ ।
ଦିନେ ପ୍ରକାଶ ସୁଯୋଗ ଦେଖି ଝରିଆ ନନା ଘରେ ପଶିଗଲା ଆଉ ମୋନା ଭାଉଜର ହାତକୁ ଧରି କହିଲା ---- ଦେଖ ଭାଉଜ ମୁଁ ତୁମକୁ ପସନ୍ଦ କରେ ଆଉ ତୁମେ ମୋତେ , ମୋ ସହିତ ତୁମକୁ ନେଇଯିବାକୁ ଆସିଛି ଯିବାର ଅଛି ଯଦି ଯିବାର ଅଛି ଚାଲ ନହେଲେ ଏଇ ଝରିଆ ପାଖରେ ରହି ମର । ପସନ୍ଦ ତୁମର .....
ଭାଉଜ :- ହେଲେ ମୁଁ ମୋ ଝିଅ କଣ୍ଢେଇକୁ ଛାଡି ତୁମ ସହିତ ଯାଇପାରିବିନି ପ୍ରକାଶ ....
ପ୍ରକାଶ :- ତୁମ ଝିଅ ଆଜିଠାରୁ ମୋ ଝିଅ , ତାହାର ସବୁ ଦାଇତ୍ୱ ମୋର ..... ତାକୁ ବି ଆମ ସହିତ ନେଇଯିବା ... କଣ ଭାବୁଛ ??
ଆଉ କିଛି ଭାବିବାକୁ ବାକି ନଥିଲା ମୋନା ଭାଉଜ ପାଖରେ ଝିଅ କଣ୍ଢେଇ କୁ ଧରି ଝରିଆ ଭାଇକୁ ପରକରିଦେଇ ସବୁଦିନ ପାଇଁ ପ୍ରକାଶ ର ହାତ ଧରି ବେଙ୍ଗଲୋର ଚାଲିଗଲା ମୋନା ଭାଉଜ । ଯେତେବେଳେ ଏକଥା ମୁଁ ଶୁଣିଲି ସେଦିନ ଠୁ ଜହ୍ନ ରାଇଜରେ କିଣିଥିବା ଜାଗାଟାକୁ ଦେବରାଜ ଇନ୍ଦ୍ର ଙ୍କୁ ବିକି ଦେଇ ଗାଁ କୁ ଆସିଗଲି ଆଉ ମନେ ମନେ କହୁଥିଲି ସତରେ ମୋନାଲିସା ଫୋଟୋ ଭଳି ମୋନା ଭାଉଜର ହସ ବି ରହସ୍ୟମୟ ଥିଲା ।
ଶରୀର ର ରଙ୍ଗୀନ ବାସ୍ନା ରେ ଦୁଇଟି ଶରୀର ଭ୍ରମର ସାଜି ଉଡି ଆସିଥିଲେ ସୁଦୂର ବେଙ୍ଗଲୋର । କିଛି ଦିନ ମୋନା ଭାଉଜର ରଙ୍ଗରେ ବୁଡି ରହିଲା ପ୍ରକାଶ । ଯେତେବେଳେ ରଙ୍ଗ ଫିକା ହେବାକୁ ଲାଗିଲା ସେତେବେଳେ ଚାଲିଲା ଅତ୍ୟାଚାର । ସବୁ ଦିନ ସନ୍ଧ୍ୟାରେ ପେଟେ ମଦ ପିଇ ଘରକୁ ଫେରୁଥିଲା ପ୍ରକାଶ ଆଉ ମୋନା ଭାଉଜକୁ ଛୋଟ ଛୋଟ ରଙ୍ଗୀନ ଡ୍ରେସ ପିନ୍ଧେଇ ରକ୍ତାତ କରୁଥିଲା ତାକୁ । ମୋନା ଭାଉଜ କେଡେବଡ଼ ଭୁଲ କରିଥିଲା ଆଜି ସେ ବୁଝିପାରୁଥିଲା । ଟଙ୍କାର ଲାଳସାରେ ସେ ଯେଉଁ ଭୁଲ କରିଥିଲା ସେ ଭୁଲର ପ୍ରାୟଶ୍ଚିତ ନଥିଲା । ମୋନା ଭାଉଜ ଜାଣିଲା ଗାଁ ରେ ଯେଉଁ ଜୋତା ଘଣ୍ଟା ଆଉ ଯେଉଁ ସିଲଟ ଭଳିଆ ଫୋନ ଧରି ପ୍ରକାଶ ବାହାଦୁରି ମାରୁଥିଲା .... ପକୃତରେ ସେ ଥିଲା ଜଣକ ଘରର ଚାକର । ସେ ଫୋନ ଟା ବି ଥିଲା ଆଉ କାହାର ।
ଯନ୍ତ୍ରଣା ରେ ଛାଟିପିଟି ହୋଇ ମୋନା ଭାଉଜ ବଂଚିବା ପାଇଁ ରାହା ଖୋଜୁଥିଲେ । ସେଦିନ ପ୍ରକାଶ ତା ମାଲିକ କୁ ଘରକୁ ଆଣି ମୋନା କୁ ବାଧ୍ୟ କଲା ତା ପାଖରେ ଶୋଇବାକୁ .... ମୋନା ଭାଉଜ ମନା କରିବାରୁ ହେଲା ନିସ୍ତୁକ ମାଡ । ସେଦିନ ରାତିରେ ପ୍ରକାଶ ନନାର ମାଲିକ ଜବରଦସ୍ତି ବଳାତ୍କାର କଲା ମୋନାକୁ । ରହସ୍ୟ ଘେର ଭିତରକୁ ପସିଯାଉଥିଲା ମୋନା । ପୁଳେ ପୁଳେ ଟଙ୍କା ଦେଖି ପ୍ରକାଶ ବଡ଼ବଡ଼ିଆ ଗ୍ରାହକ ଖୋଜିଆଣୁଥିଲା ମୋନା ପାଇଁ । ଏହାଥିଲା ନିତିଦିନିଆ ଘଟଣା ମୋନା ପାଇଁ । କେଉଁ ମୁଂହ ନେଇ ଘରକୁ ଫେରିବ ? ଏକ ଅଲିଭା ଦାଗର ଛିଟା ତା " ଚରିତ୍ରରେ ବୋଳିହୋଇସାରିଥିଲା । ଏହା ଛଡା ଆଉ କୌଣସି ରାସ୍ତା ନଥିଲା ମୋନାଲିସା ପାଖରେ ।
ବାରଂବାର ବଳତ୍କାର ର ଶିକାର ହେବା ଯୋଗୁ ମୋନାଲିସା ଦୁର୍ବଳ ହେବାକୁ ଲାଗିଲା । ଆଉ ସେ ଚମକ ନଥିଲା ମୋନାଲିସା ଶରୀରରେ । ସେଦିନ ଜଣେ ଷାଠିଏ ବର୍ଷର ଗ୍ରାହକକୁ ଆଣିଥିଲା ପ୍ରକାଶ । ମୋନାଲିସା ର ଅବସ୍ଥା ଦେଖି ତା ଉପରକୁ ଛେପ ପକାଇଥିଲା ସେ ଷାଠିଏ ବର୍ଷର ବୁଢାଟା , କହୁଥିଲା ---- ୟାଠାରୁ ତ ମୋ ଘରର ଚାକରାଣୀ ବହୁତ ସୁନ୍ଦର । ସେ ଲୋକଟା ଯିବା ସମୟରେ ତାହାର ନଜର ପଡିଥିଲା ମୋନାଲିସା ର ଝିଅ କଣ୍ଢେଇ ଉପରେ ଆଉ ପ୍ରକାଶ ହାତରେ ପାଞ୍ଚଟି ଦୁଇ ହଜାରିଆ ନୋଟ ବଢ଼ାଇ ଦେଇ କଣ୍ଢେଇ କୁ ଜବରଦସ୍ତି ଖଟ ଉପରକୁ ଟାଣି ନେଇ କବାଟ ବନ୍ଦ କରିଦେଇଥିଲା । ଘର ଭିତରୁ କଣ୍ଢେଇ ର ଚିତ୍କାର ଶୁଣି ମୋନାଲିସା ଦଉଡି ଆସି କବାଟ ବାଡେଇବାକୁ ଲାଗିଲା । ଷାଠିଏ ବର୍ଷ ର ବୁଢାଟା ନାତୁଣୀ ସମାନର ଝିଅଟାକୁ ମନଭରି ଉପଭୋଗ କରୁଥିଲା । ମୋନାଲିସା ଭାଉଜର ଗୋଟେ ଭୁଲ ଲାଗି ତା ଝିଅ କଣ୍ଢେଇ ବି ରକ୍ତାକ୍ତ ହୋଇଗଲା ଆଉ ଚିତ୍କାର କରି କହୁଥିଲା ହେ ମୋ ଭଳି ସୁନ୍ଦରୀଆ ମୋନାଲିସା ମାନେ ଏଭଳି ଭୁଲ କେବେ କରନି ...... ସେପଟେ ଟଙ୍କାତକ ପକେଟ ଭିତରେ ପୁରାଇ ପ୍ରକାଶ ନନା ବହୁତ ଖୁସି ହୋଇ କହୁଥିଲା ----- ମୋନାଲିସା ଗଲାପରେ ଏବେ କଣ୍ଡେଇ ଆସିଲା ମହୁ ବାଣ୍ଟିବାକୁ .......ହାଃ ହାଃ ହାଃ
