ଜାସୁସ ବିରବଲ...
ଜାସୁସ ବିରବଲ...
ଯାହାଁପନାଙ୍କର ଜୟ ହୋ.. !
-ସବିନୟ ସଲାମ କରି ନତ ମସ୍ତକ ହୋଇ ଦଣ୍ଡାୟମାନ ହେଲେ ରାଜ୍ୟର ଜଣେ ଗରିବ କିସାନ, ସୈଫ ଅଲ୍ଲୀ.., ଆଉ ଅପେକ୍ଷା କଲେ ହଜୁରଙ୍କ ପରବର୍ତ୍ତୀ ନିର୍ଦ୍ଦେଶକୁ |
- କୁହ ସୈଫ ଅଲ୍ଲୀ..,
- ତୁମ୍ହାରା ଗୁଲଜାଇଶ ପେଶ କରୋ..?
- ମାଫି ହଜୁର.. ! ଆପଣ ତ ଆମର ମା ବାପ ; କଣ କହିବି ହଜୁର, କି ଦୁଃଖ କହିବି, ଆପଣ ସାହା ନ ହେଲେ ମୁଁ ଭାସି ଯିବି..
- କଥା କଣ କୁହ..?
- ହଜୁର ମେଁ ଗରିବ କିସାନ, କ୍ଷେତ ମଜୁରା କାମ କର କେ ଗୁଜରା କର ତା ଥା, ଏଇ ଥୋଡ଼ି ଦିନ ପହଲେ ମେରା ବିବି ଗୁଜର ଗୈ.., ମେରା ତ ଆଲ୍ଲା ତାଲା କି ରହମ ସେ କୋଇ ଔଲାଦ ନେହିଁ, ପତ୍ନୀ କି ବାଦ ମୁସ୍କିଲ ସେ ଗୁଜର ରାହା ଥା | ଲେକିନ...
- ଉସକେ ବାଦ କ୍ୟା ହୁଆ ବତାଅ..?
- ଏକ ଦିନ ମେଁ କାମ କେଲିଏ ଯା ରହା ଥା, ତୋ କାଜି ଅବଦୁଲ୍ଲା ସାହବ ରାସ୍ତେ ମେଁ ମିଲେ | ହାଲତ ପୁଛନେ ପର, ମେଁ ମେରା ଗୁଜୁରା ହୁଆ ବାତ ଉସକୋ ଵାତୟା |
ଏହା ପରେ ସୈଫ ତାଙ୍କର କାଜି ସହିତ ଘଟି ଥିବା ସମସ୍ତ ଘଟଣା ସମ୍ବନ୍ଧରେ ବୟାନ କଲେ, ଆଦ୍ୟରୁ ପ୍ରାନ୍ତ ଯାଏ-
-ତୁମ ଇତନା ଦୁଃଖୀ କ୍ୟୁ ଲାଗ ରହେ ହୋ ମିଆଁ ସୈଫ ଅଲ୍ଲୀ.. ସବ ଖଇରୀୟତ ତୋ ହୋ..? କାଜି ସାହେବ ପଚାରିଲେ..|
- ରହମ କରୋ କାଜି ସାହବ, ମେରା ତୋ ପେହେଲେ ସେ ହିଁ କୋଇ ବାଲ ବଚୈ ନା ଥା ? ଫିର ମେରୀ ବିବି ଅଲ୍ଲାହ କୋ ପ୍ୟାରୀ ହୋଗେୟ.. ! ମେରା କିସ୍ମତ ଖରାଫ ହେ କାଜି ସାଵ, ମେଁ ତୋ ବର୍ବାଦ ହୋ ଗୈ ହୁଁ .. ! ମୁସିବତ ପର ମୁସିବତ.., ମେଁ କାହଁକା ରହ ଗୈ ହୁଁ | ମେଁ ବର୍ବାଦ ହୋ ଗୈ ହୁଁ.. ଅବ ତୋ ମେରା ଜୀନା ମୁସ୍କିଲ ହୋ ଗୈୟା ହେ.. ମେଁ ଅଭି ଶ୍ରିଫ ମରନା ଚାହତହୁଁ, ଜନାବ, ମେରା ପାସ ଈଶକେ ସିଵା କୋଇ ଚାରା ନେହିଁ.. !
- ସବ୍ର କର ସୈଫ ମିଆଁ.. ଥୋଡା ଶବ୍ର କର.. !ଆଲ୍ଲା ତାଲା ତେରେକୋ ନସିହତ ମାଫୁଜ କରେ.. | ଲେକିନ ତୁ ଏକ କାମ କର..? ଆଜମେର ଚଲା ଯାଓ.. ଖ୍ବାଜା କା ଦରବାର ଥୋଡେ ଦେର ହେଃ, ଲେକିନ ଅଂଧେର ନେହିଁ..! ଖ୍ବାଜା କି ମୁକାମ ପର ଦରଖାସ୍ତ କର, ଔର କୁଛ ନୈଇ କାମ କରନେ କା ଖ୍ବାବ କର, ମେରେ ହିସାବ ସେ ତୁମ ଇବାଦତ କରନେ କା ଖୟାଲ ମନ ମେଁ ଥାମ ଲୋ.., ମନସୁବ ଲା ଜମି ହୋଗା.. ! ବାସ ଈସକେ ବାଦ ତୁମ କୋରାନ ସରିଫ କା ମିସାଲ ବନକେ ଲୋଗୋ କୋ ଇବାଦତ କର୍ନେକା ତାଲିମ ଦୋ | ଆଲ୍ଲାହା ତାଲା ଜରୁର ଖୁସ ହୋଂଗେ..! ଆମିନ.. !
ତା ପରେ, ଧୀରେ ଧୀରେ ସେ ଦିନର ସମସ୍ତ ବିଷୟ ଅବତାରଣା କରି ଚାଲିଲା କିସାନ ସୈଫ ଅଲ୍ଲୀ ଜାହାନପନାଙ୍କ ଦରବାରରେ, ଗୋଟି ଗୋଟି ବ୍ୟାଖ୍ୟା କରି | ଉତ୍କଣ୍ଠାର ସହିତ ସବୁ ବିଷୟ ଶୁଣୁ ଥିଲେ ସଭାସଦ ଉଦ୍ବିଘ୍ନ, ଉଦ୍ଦୀପନାରେ |
- କଥା ଟା ବେଶ ମନକୁ ପାଇଲା, ଜାହାଁପନା..! ରାତିରେ ଶୋଇ ଚିନ୍ତା କଲି | କାଜି ଅବଦୁଲ୍ଲା ଠିକ କଥା କହିଛନ୍ତି, ଲେକିନ ମେରା ଜିଁଦେଗୀ ଭର କି କମାଇ କୋ କ୍ୟା କରୁ..?
ଉସକେ ବାଦ ସୋଚା କି କ୍ୟୁ ଉସି କାଜି ଅବଦୁଲ୍ଲା କୋ ମେରା ସାହାରା ନା ବନା ଲୁ ! ଉସକୋ ମେରା ଜୀବନ ଭରକା ରକ୍କମ ହାୱାଲା କରକେ ମେଁ ତୋ ଯା ସକୁ..?
ଶୁଭେ ଉସକେ ଘର ଯା କର ସବ ଇନତେଜାମ ହୋ ଗୟା..| ବାଦ ମେଁ ଆଜମେର ସରିଫ ଚଲା ଗୟା.. !
- ଅବ ଆନେକା ବାଦ.. ମେଁ ବର୍ବାଦ ହୋ ଗୟା ହଜୁର.., ମେରା ସବ ଲୁଟ ଗୈଏ.. ୟେ ଖୁଦଦାହ..ମେଁ ବର୍ବାଦ ହୋ ଗୟା, ଏ ଆଲ୍ଲା ମୁଝେ ମାଫି ଦେ ଦେ.. !
- ଗରିବ କିସାନ ସୈଫର ଏ ଦୁଃଖ ଓ ବେଦନା ଭରା କାହାଣୀ ଶୁଣି ସଭାସଦ, ମନ୍ତ୍ରୀ, ପରିଷଦଗଣ ସମସ୍ତେ ନୀରବ, ନିଃସ୍ତବ୍ଧ | କାହାରି ମୁହଁରେ ଭାଷା ନାହିଁ.. |
ଗମ୍ଭୀର ସ୍ୱରରେ ଦୀର୍ଘ ନିଶ୍ୱାସ ମାରି ନିର୍ଦ୍ଧେଶ ଦେଲେ ଜାହାନପନା -ଆକବର |
-ତା ପରେ କଣ ହେଲା କିସାନ..?
କ୍ରୋଧ ସମ୍ବରଣ କରି ନ ପାରି ଅତି କରୁଣ ଓ ଅସହାୟତାରେ ମ୍ରିୟମାଣ ହୋଇ ସୈଫ କହିଲେ ତାଙ୍କର ସେ ଦୁଃଖ ଓ ଯନ୍ତ୍ରଣା ଭରା କାହାଣୀ, ଜାହାନପନାଙ୍କ ସମ୍ମୁଖରେ ସମସ୍ତ ବିଷୟ ଗୋଟି ଗୋଟି କରି.. |
ସମସ୍ତ ବିଷୟ ଅବତାରଣା ପୂର୍ବକ ଜାହାନପନା ସଭାସଦଙ୍କୁ ଅବଲୋକନ କଲେ ! ସବୁଆଡେ ନୀରବତାର କାରୁଣ୍ୟ ପରିବେଶକୁ ଅବଲୋକନ ପୂର୍ବକ ଗମ୍ଭୀର ଭାବର ନୀରବ ମୂର୍ଚ୍ଛନାରେ ସମସ୍ତେ ସ୍ତଂଵିଭୂତ ଓ ନିରୁତ୍ତର.. |ନୀରବତା ଭଙ୍ଗ କରି ଜାହାନପନା ବିରବଲଙ୍କୁ ନିର୍ଦ୍ଦେଶ ଦେଲେ |
- ଏ ବିଷୟରେ ତୁମେ ତୁମର ବିଚାର କ'ଣ ଅବିଳମ୍ବେ ଶୁଣାଅ ବିରବଲ..?
- କିଛି ସମୟ ଚିନ୍ତା କରି ବିରବଲ ଜାହାନପନାଙ୍କୁ ଉତ୍ତର ଦେଲେ |
- ଏ ସମସ୍ୟା ଅତି ଗମ୍ଭୀର ନିଶ୍ଚୟ ଜାହାନପନା.. ! ମୋତେ ଦୁଇଦିନ ସମୟ ଦିଆଯାଉ ମୁଁ ଏହାର ସମାଧାନ ନିଶ୍ଚୟ ଖୋଜି ବାହାର କରିବି |
ତେବେ - ତୁମ ପାଖରେ ତୁମର ସେ ଥଳି ମୋତେ ଦେଖାଅ..| ମୁଁ ସେ ସବୁ ଟିକେ ଯାଞ୍ଚ କରିବି - କିସାନଙ୍କୁ ରାଜା ବିରବଲ ଜିଜ୍ଞାସା କଲେ ଏବଂ ସଭା ସାଙ୍ଗ ପାଇଁ ଅନୁମତି ଭିକ୍ଷା କଲେ |
ଠିକ ଦୁଇ ଦିନ ପରେ ଉପଯୁକ୍ତ ସମୟରେ ରାଜସଭା କାର୍ଯ୍ୟ ସୁଚାରୁ ରୂପେ ଆରମ୍ଭ ହେଲା | ପାତ୍ର, ମନ୍ତ୍ରୀ, ରାଜ ପାରିଷଦ, ସମସ୍ତେ ଯଥା ସ୍ଥାନରେ ଉପସ୍ଥିତ | ନବରତ୍ନଙ୍କ ଗହଣରେ ଖୋଦ ବିରବଲ ଉପନୀତ | କେବଳ ଜାହାନପନାଙ୍କ ନିର୍ଦ୍ଧେଶ କୁ ଅପେକ୍ଷା.. !
ଜାହାନପନା ଙ୍କ ନିର୍ଦ୍ଦେଶ ଅନୁଯାଇ ରକ୍ଷୀ ଦୁଇ ଦୋଷୀ ଓ ମୁଦାଲାଙ୍କୁ ହାଜିର କରାଗଲା |
-ଏଥର ବିଚାରର ଶୁଣାଣି ଆରମ୍ଭ କର ବିରବଲ.. !
-ଜରୁର ଜାହାନପନା.. ! ଅବିଳମ୍ବେ ବିରବଲ ପ୍ରସ୍ତୁତ ହୋଇଗଲେ, ନିଜର ବହୁ ଚର୍ଚ୍ଚିତ ବିଚାରର ସମସ୍ତ ଅପେକ୍ଷାର ଅନ୍ତଃ ଉଦ୍ଦେଶ୍ୟରେ |
ଠିକ ସମୟରେ କିସାନ ଓ କାଜିଙ୍କୁ ଉପସ୍ଥିତ କରାଗଲା ଉଚିତ ସ୍ଥାନରେ |
-ବିରବଲ ପ୍ରଶ୍ନ କଲେ.. !
-ତମେ ଥଳି ନେବା ବେଳେ ମୋହର ଠିକ ଥିଲା..?
- ଆଜ୍ଞା ହଜୁର.. ! କିସାନ ଉତ୍ତର ଦେଲେ..
-ତୁମର ପକ୍ଷ ଉପସ୍ଥାପନ କର କାଜି ଅବଦୁଲ୍ଲା..?
-ହଜୁର ମୁଁ... ସେ ତାଙ୍କର ଥଳି ମୋ ସାମ୍ନାରେ ହିଁ ସହି ସଲ୍ଲlମତ ମୋହର କରି ସେ ମୋର ହବାଲତ କରିଥିଲା, ଔର ନେବା ଦିନ ଉସି ହିସାବ ସେ ୱପପ୍ସ ଲିୟା.. !ମେରା କୋଇ କସୁର ନାଁ ହି ଥା ଉସ ବଖତ..! ତୋବା ତୋବା.. ଇନ୍ସାଫ ହଜୁର.. ଇନ୍ସାଫ..!
ବିରବଲ ସଂଗେ ସଂଗେ ଆଦେଶ ଦେଲେ -
-ଜହାଁପ୍ନହାଙ୍କ ହୁକୁମ ହେଲେ, ଗୋପାଳ ଦର୍ଜୀ ଙ୍କୁ ହାଜିର କରାଯାଉ..| ରକ୍ଷୀ ଙ୍କୁ ଇସାରା ଦେଇ ବିରବଲ ହଜୁରଙ୍କୁ ଧନ୍ୟବାଦ ମୁଦ୍ରାରେ ଅଭିବାଦନ କଲେ..|
ଦର୍ଜୀଙ୍କୁ ଉପଯୁକ୍ତ ସ୍ଥାନରେ ଉପସ୍ଥିତ ଉପରାନ୍ତ, ବିରବଲ ତାଙ୍କୁ ପ୍ରଶ୍ନ କଲେ -
- ଆଛା.., ଗୋପାଳ, ତୁମେ କୁହ ତୁମେ ଶେଷ ଥର ପାଇଁ କେବେ କାଜୀଙ୍କର ସିଲାଇ କାମ କରିଥିଲ..?
- ବିଳମ୍ବ ନ କରି ଉତ୍ତର ଦେଲେ ଦର୍ଜୀ .. ! ମୁଁ କିଛି ଦିନ ତଳେ କାଜୀଙ୍କର ଗୋଟେ ଥଳି ରଫୁ କାର୍ଯ୍ୟ କରିଥିଲି ହଜୁର..!
- ଏ କଥାରେ କାଜି ଅବଦୁଲ୍ଲା ବିବ୍ରତ ହୋଇ ପଡିଲେ ଏବଂ ତାଙ୍କର ସବୁ ଅପ କର୍ମ ଧରା ପଡି ଯିବା ଜାଣି, ସଂଗେ ସଂଗେ ନତ ଜାନୁ ହୋଇ ନିଜର ଭୂଲ ସ୍ୱୀକାର କରିବାକୁ ଲାଗିଲେ -
- ମୁଝେ ମାଫ ହଜୁର.. ଜରା ଲାଲଚୀ ହୋ କର ଏ ଗଲତ କାମ କର ଲିଆ ଥା.. ମେଁ ସରମିନ୍ଦା ହୁଁ.. ମେହେରବାନ କର ଦିଜିଏ, ହଜୁର, ମାଫ କର ଦୋ ..|
-ଖାମୋସ ହୋ ଯାଓ ଧୋକେବାଜ ଲାଲଚୀ ଆଦମୀ.. !ଇନ୍ନ କୋ କୈଦ ଖାନେ ଲେ ଯାଓ..! ଜହାଁପାନା ନିର୍ଦ୍ଦେଶ ଦେଲେ.. |
- ଆଜ ଫିର ତୁମ ଜିତ ଗୈ ବିରବଲ.. ! ସଚମୁଚ ତୁମ ନୈକ ହୋ.., ତାରଫ ତୁମାରା ଏ ଜଶୋସି ଵାଲା କାରନାମା ପର, ତୁମ ପର ନାଜ ଏ ସଲତନତ.. ତୁମ ଆଜ ସେ ଜାସୁସ କହଲାଓଗେ..!
ସିପାହୀ..!
- ଏ ଗରିବ ବନ୍ଦା କିଷାନ କୋ ଦଶ ତୋଳା ଅସ୍ରର୍ଫି ଦାନ ମେଁ ଦେ ଦୋ.. ! ତୁମ ଆଛା ସେ ଗୁଜରା କରୋ, ଇନକୋ ସଇ ସଲାମତ ଉନ କି ଘର ପର ଜାନେ ଦୋ.. !
କୃତାଞ୍ଜଳୀ ପୁଟରେ ହଜୁରଙ୍କୁ ସଲାମ ଠୁଙ୍କି କିସାନ ସୈଫ ଅଲ୍ଲୀ ପ୍ରସ୍ଥାନ କଲେ |
ମହାରାଜ ହସ ହସ ହୋଇ ବିରବଲଙ୍କୁ ଅନେକ ଅନେକ ପ୍ରଶଂସା ନ କରି ରହି ପାରିଲେ ନାହିଁ |
-ତୁମକୁ ମୁଁ ଏ ଜଶୋସି କେଲିଏ ସୋ ଅସର୍ଫିଆ ଇନାମ ଘୋଷଣା କରତା ହୁଁ..!
ଜାହାନପନା ଶେଷରେ ବିରବଲଙ୍କୁ ପଚାରିଲେ - ବିରବଲ ଏ ସବୁ ରାଜ କଣ ମୋତେ ଖୋଲି କୁହ..?
- ସବୁ ସେବକ ରାମ ହିଁ ଏ ସବୁର ମୂକ ସାକ୍ଷୀ ଜାହାନପନା.. !
ମୁଁ ସେ ଦିନ ବହୁତ ଚିନ୍ତାରେ ଭାଙ୍ଗି ପଡ଼ିଥିଲି | ସେ ଦିନ ମୁଁ ସୈଫ ଅଲ୍ଲୀର ଥଳିକୁ ତନ୍ନ ତନ୍ନ କରି ଦେଖି ଜାଣିବାକୁ ପାଇଲି ଯେ ସେଥିରେ ଅତି ସୁକ୍ଷ୍ମ ଭାବରେ ରଫୁ କାର୍ଯ୍ୟ କରା ଯାଇଛି |ଆଉ ଏଇ କାର୍ଯ୍ୟ ଏଇ ରାଜ୍ୟର କେହି ଚତୁର ଦର୍ଜୀ ଦ୍ୱାରା ହିଁ ସମ୍ଭବ ହେଇଛି |ସେଥିପାଇଁ ଉପାୟ ଖୋଜି ମୋର କୋଟକୁ ନିଜ ହାତରେ ଚିରି ସେବକ ରାମକୁ କହି ସେଇ ଗୋପାଳ ଦାର୍ଜିର ସନ୍ଧାନ ପାଇଥିଲି | ଏଇ ସେବକ ରାମ ହିଁ ମୋ ସୂତ୍ରଧର ଜାହାନପନା, ସବୁ ସେଇ ହିଁ ଏ ଜାସୁସିର ପର୍ଦ୍ଧାଫାଶର ଅସଲି କାର୍ପଟଦାର..!
ଜାହାନପନା ଶେଷରେ ନିଜର ରତ୍ନ ହାରଟିକୁ ବିରବଲଙ୍କ ଗଳାରେ ଲମ୍ବାଇ ଦେଲେ ଅତି ଆଦରରେ..! ସଭା ସାଙ୍ଗ ହେଲା |