STORYMIRROR

Satyanarayan Sahoo

Comedy Others

3  

Satyanarayan Sahoo

Comedy Others

ଡାକୁ ଡାକରା

ଡାକୁ ଡାକରା

2 mins
140


ହାଡୁ , ପlଡ଼ୁ , ନାଡୁ , ମାଡୁ , ନା ଓ ପlଡ଼ିରା ଚୋର ସାଜି ଚୋରୀ କରି ବା ପାଇଁ ନଷ୍ପତି ନେଲେ । ଏଇ ଟା ଆଲୋକ ପଖ । ଆର ପାଖ ଟା

ଉଆଁସ । ରହ ଆଉ କିଛି ଦିନ ଯାଉ । ଡାକୁ ଦଳ ର ସଭାପତି ଯିଏ କି , ମାଡୁ ଓରଫ ମାଡୁଆ ମାଇତି ସବୁ ଡାକୁ ଙ୍କୁ କହି ବୁଝାଇ ଦେଲେ ।

ସେ ସମସ୍ତ ଙ୍କୁ ସମ୍ବୋଧନ କରି କହିଲେ ଯେ , ଆମ୍ଭେ ମାନେ , ଆଠ ଦଶ ଜଣ ଏକା ସାଙ୍ଗ ରେ ଉଆଁଶ ପକ୍ଷ କୁ ରାତିରେ ଠିକ୍ ୧୨ ଘଟିକା

କାଳ ରେ ଶେଜ ରୁ ଉଠି ପଡ଼ି ପରଷ୍ପର କୁ ଡକା ଡକି ହୋଇ ଡକାତି କରିବା ପାଇଁ ଯିବା ।

 ଆମେ ଯାଇ ଆପଣ ମାନ ଙ୍କୁ ଡାକିବୁ , ଡାକିଲେ ଆପଣ ମାନେ ଚୁପ୍ ଚାପ୍ ଉଠି ପଡ଼ି ଦଉଡ଼ି ଓ ଭୁଜାଲି ଧରି ବାହାରି ପଡ଼ିବେ ।

ଠିକ୍ ଉଆଁସ ର ଚତୁର୍ଥୀ ତିଥିର ରାତି ଆସି ପହଞ୍ଚିଲା । 

ସମସ୍ତେ ଚୋରୀ କରି କିଛି ଜିନିଷ ପତ୍ର ଓ ଧନ ସଂପତ୍ତି କିପରି ସାଉଁଟି ପାରିବେ , ସେଇ ଧ୍ୟାନ ରେ ରହି ଥାନ୍ତି । 

ବାଳ ଇନ୍ଦୁ କିରଣ ରେ ଦଶ ଦିଗ ବେଶ୍ ପରିଷ୍କାର ପରିଚ୍ଛନ୍ନ ଦେଖା ଯାଉଛି । ଆମକୁ ମଶାଣୀ ପଦା ଟି ପାର କରିବା ପରେ ହେବ ଆଉ ଗୋଟାଏ ଗାଆଁ । ଯେଉଁ ଠାରୁ ଆମେ ନିର୍ବlଧ ରେ ଚୋରୀ କରି ଆଣିପାରିବl ।

 ଚତୁର୍ଥୀ ଦିନ ରାତିରେ କାନ୍ଥ ଘଣ୍ଟା ଟି ରେ ଠିକ୍ ୧୨ ଘଟିକା ଢନ ଡନ କରି ବାଜି ଯିବା ମାତ୍ରେ ମାଡୁ ମାଇତୀ ବିଛଣା ରୁ ଧଡ଼ ପଡ଼ କିନା

ଉଠି ପଡ଼ି ନାଣ୍ଡୁ ଘର କୁ ଯାଇ ତାକୁ ଉଠାଇ ଆଣିଲେ ।

ତା ପରେ ନାଡୁ ଘର ଯାଇ ନାଡୁ କୁ ଉଠାଇ ଆଣିଲେ । ତା ପରେ ହାଡୁ ଯାଇ ଦେଖିଲେ , ପଣ୍ଡା ରେ ହାଡୁ ନ ଶୋଇ ଚିଆଇଁ ରହି ଥାଏ ।

ନାନ୍ଦୁ ହାଡୁ ର ମୁଣ୍ଡ ଟି ଧରି ଦେବlରୁ ସେ ଧଡାସ ଖସ୍ କିନା ଉଠି ପଡିଲା ତା ପରେ ସେ ମାନେ ଗଲେ ପାଡୁ ଓ ପାଡ଼ିରା କୁ ଡାକିବା ପାଇଁ ।

 ପାଡୁ ଓ ପାଡିରା ଥିଲେ ବହୁତ୍ ବେଧ ଓ ଧୂର୍ତ୍ତ । ସେମାନେ ତାଙ୍କ ସ୍ତ୍ରୀ ମାନଙ୍କ ମଧ୍ୟରେ ପରାମର୍ଶ କରି ଥିଲେ ।

ଯେ ଡାକୁ ଆସିଲେ ସେମାନ ଙ୍କୁ ଭୁଲାଇ ଧରି ନେବାକୁ । ପାଡୁ ଟା ତାର ସ୍ତ୍ରୀ ପାଖରେ ସବୁ କଥା କହି ଦେଇ ଥାଏ , ଯେ ଡାକୁ ମାନଙ୍କୁ ନେଇ

ଆଲୋ ଚେମି , ତୁ କୌଶଳ ରେ ଧରି ନେବୁ । 

ତାପରେ ଆମେ ପୋଲିସ୍ ବାବୁ କୁ 

କହି ବିକି ଦେବା । ଡାକୁ ବିକିଲେ ଗୋଟିକ ୧୦୦୦ ଟଙ୍କା ଲେଖାଏଁ ପାଇବା ।

ପୋଲିସ୍ ଜିଆଲ୍ ରେ ଦେଇ ଦେଲେ ବହୁତ୍ ଟଙ୍କା ପାଇବା ।

ସେଠୁ ତା ସ୍ତ୍ରୀ ସୁଯୋଗ ଉଣ୍ଡି ବସି ରହି ଥାଏ ।

ସେ ଯେ ପରି ଡାକୁ ମାନେ ତାଙ୍କ ଘରେ ପ୍ରବେଶ କରି ସାରି ଛନ୍ତି ,ସେ ପ୍ରାୟ ଠିକ୍ ସମୟ ରେ ଚାରି ଆଡେ଼ ତାଟି କବାଟ ବନ୍ଦ କରି ଦେଇଛି ।  

ଏହା ପରେ ମାଡୁ ଯାଇ ପାଡୁ ର ସ୍ତ୍ରୀ କୁ ପଚାରିଲା , ଆହେ ହେ , 

ଚେମି ନାନୀ ପାଡୁ କେଉଁଠି ଅଛି ? 

 ଏଇ ଘର ଭିତରେ ପାଡୁ ଶୋଇ ରହି ଘୁଙ୍ଗୁଡ଼ି ମାରୁଚି । ମୁଁ ଯେତେ ଡାକିଲେ ବି ସେ ଉଠୁ ନାହିଁ । ଏପରି କହି ସେ ମାନଙ୍କୁ ନେଇ ଗୋଟାଏ ଅନ୍ଧାର ଖନ୍ଦା ଦେଖାଇ ଦେଉଛି ।

ପାଡୁ ଟା କୁ ଖୋଜିବା ପାଇଁ ସବୁ ଡାକୁ ସେଥି ମଧ୍ୟରେ ପଶି ଯିବା ପରେ ଧୂର୍ତ୍ତା ଚେମି ବାହାର ପଟୁ କବାଟ ବନ୍ଦ କରି ଦେଇଛି ।

 ପାଡୁ କୁ ସଭିଏଁ ଖୋଜୁ ଥିବା ବେଳେ ଡାକୁ ଡାକରା ର ମଜା ଚାଖି ଦେଲେ । ଆ କି ମିଠା ଗନ୍ଧ ଆଉ ସ୍ୱାଦ । 

ସଭିଏଁ କହି ଉଠିଲେ ଆରେ ରେ , ଏ ପାଡୁ ଓ ପାଡ଼ିର ଦିଟାକେଡେ ଅଲାଯୁକ, ଆଃ , ଭାରି ଚାଲାକ ଲୋକ ରେ ବାବା । ଆମକୁ

ଭାଲୁ ଧରେଇ ଦେଲେ ।


Rate this content
Log in

Similar oriya story from Comedy