STORYMIRROR

Maitreyee Kamila

Tragedy

3  

Maitreyee Kamila

Tragedy

ଯୌତୁକ ବ୍ୟାଧି

ଯୌତୁକ ବ୍ୟାଧି

1 min
6


ସମାଜର ସବୁ ନିୟମ ଠୁ

ଦୂରରେ ରହି

ନିଷ୍ଠୁର ନିର୍ଯ୍ୟାତନାର ମୁକ ସାକ୍ଷୀଟିଏ


କେତେବେଳେ ଯେ ଘରର କୂଳବଧୁ ଦେହେ କଳଙ୍କର କାଳିମା ଲଗେଇ ଦେଇପାରେ 


ଅସହାୟ ଯାତନାରେ 

ହା ହତାଶ , ଲୁହ ସବୁ ଲହୁ ହୋଇ ନିରବରେ ଶୁଖୁ ଥାଏ


ଖବର କାଗଜର ପୃଷ୍ଠାରେ 

ବଡ଼ ବଡ଼ ଅକ୍ଷର ବିମଣ୍ଡିତ 

ରୁନ୍ଧି ହୋଇଯାଏ ନିଶ୍ୱାସ ପ୍ରଶ୍ୱାସ


ସେତେବେଳେ ଘେରେ ଆଖି ଖୋଜି ଆସେ ନିଜ ଚାରିପଟ ଗୋଲାକାର ଭିତରକୁ

କେହି ଅଜାଣତରେ ଆଉ 

ବଳି ପଡୁନାହାନ୍ତି ତ।




Rate this content
Log in

Similar oriya poem from Tragedy