STORYMIRROR

Maitreyee Kamila

Inspirational

3  

Maitreyee Kamila

Inspirational

ଶ୍ରୀକ୍ଷେତ୍ରେ କଳ୍ପବଟ

ଶ୍ରୀକ୍ଷେତ୍ରେ କଳ୍ପବଟ

1 min
471


କେଉଁ ଆବାହମାନକାଳରୁ ଶ୍ରୀକ୍ଷେତ୍ରେ ନାଭିମଣ୍ଡଳେ କଳ୍ପବଟ ବିରାଜିତ

ଦର୍ଶନ ମାତ୍ରକେ ଚତୁବର୍ଗ ଫଳ, ସର୍ବ ଅଭିଷ୍ଟ ଫଳପ୍ରଦ


ମହାପ୍ରଳୟରେ ଦେବତାଙ୍କ ଆଶ୍ରିତ

ଯୁଗ ପରେ ଯୁଗ ସମାପ୍ତିରେ ସ୍ୱୟଂ ନାରାୟଣ ପତ୍ର ମଧ୍ୟରେ ବିରାଜିତ


ସମୁଦ୍ର ମନ୍ଥନରୁ ଦେବତାଙ୍କୁ ମିଳିଥିଲା ପାରିଜାତ

ଦିବ୍ୟବୃକ୍ଷ ଏହି ଯାଗଯଜ୍ଞ ସମ ପୂଣ୍ୟଫଳ ରହିତ


ପାଣ୍ଡଵଙ୍କ ଦ୍ଵାରା ଦ୍ଵାରିକାରୁ ଶ୍ରୀକ୍ଷେତ୍ରେ କଳ୍ପବଟ ପ୍ରତିଷ୍ଠିତ 

କୃଷ୍ଣଙ୍କ ବିୟୋଗ ସହିନପାରିଣ କଲେ କଳ୍ପବାସ

ସେ ଯେ ପୁରାଣ ବର୍ଣ୍ଣିତ


ଆସ୍ଥା ଭରସାର ମହାଦ୍ରୁମ ସେ ତ

ବିଶ୍ୱାସ ର ମହାସ୍ରୋତ

କି ଅବା ନର, ଦେବତା ସଭିଏଁ ତା ଚରଣଆଶ୍ରିତ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational