ଦେବଦେଵ ମହାଦେବ
ଦେବଦେଵ ମହାଦେବ
1 min
280
ଦେବ ଦେବ ମହାଦେବ
ଆହେ ଭୋଳାଶଙ୍କର,
ଜପିବି ତୁମ୍ଭ ନାମ
ଆଜି ପରା ଶ୍ରାବଣ ସୋମବାର,
ଚମ୍ପା, ଅରଖ, ବେଲପତ୍ର ପ୍ରିୟ ଅଟେ ଯାହାର
କୈଳାଶ ରେ ବିରାଜିତ
ସେ ଯେ ମହେଶ୍ୱର ।
ପାଣି ଭାର ନେଇ କାଉଡ଼ିଆ
ଯେ ଚାଲନ୍ତି
ବମ ବମ ଭୋଲେ
ଭୋଳା ବାବା ଜଟିଆ ବାବା
ପାର କରିବ
ନାମ ବୋଲୁଥାନ୍ତି ।
ତୁମ ଧ୍ୟାନେ ସଦା ଥାଉ ଏ ଜୀବନ
ଓଁ ନମଃ ଶିବାୟ
ଓଁ ନମଃ ଶିବାୟ
ଓଁ ନମଃ ଶିବାୟ
ପଞ୍ଚାକ୍ଷର ମନ୍ତ୍ର କରି ଉଚ୍ଚାରଣ ।