Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Abstract

4  

Pravatirani Mohanty

Abstract

ଉଡ଼ୁଛି ତ୍ରିରଙ୍ଗା ଫର ଫର ହୋଇ

ଉଡ଼ୁଛି ତ୍ରିରଙ୍ଗା ଫର ଫର ହୋଇ

1 min
337



ଉଡ଼ୁଛି ତ୍ରିରଙ୍ଗା ଫରଫର ହୋଇ

ମୁକ୍ତ ଆକାଶତଳେ 

ଏଇ ମାଟିପାଇଁ କେତେ ଦେଶ ଭକ୍ତ

ଶୋଇଲେ ଧରଣୀ କୋଳେ

ବୀର ସହିଦ ଙ୍କ ତାଜା ରକତରେ

ଲାଲ ମୋ ଭାରତ ମାଟି 

ମାଟି ନୁହେଁ ସିଏ ଯାକୋଳେ ଜନମ

ସେହି ପରା ମୋର ମାଟି

କେତେକେତେବୀର ଜନମ ହୋଇଲେ

କେତେ ଦେଲେ ପ୍ରାଣବଳି

ଇଁରେଜ ମାନଙ୍କୁ ଦେଲେ ଚେତାବନୀ

ସ୍ୱାର୍ଥ କୁ ପାଦରେ ଦଳି 

ସ୍ୱାଧୀନତାର ମୁକ୍ତି ମଶାଲ ସଗର୍ବେ 

ଉଠିଲା ଜଳି

ପ୍ରତିପ୍ରାଣେ ପ୍ରାଣେ ଜାଗ୍ରତ ହେଲା

ଦେଶ ପ୍ରେମର ବର୍ହିଁ 

ଭୁଇଁରେ ଗଢିଲା ମୁଣ୍ତ ମାଳମାଳ 

ଇଁରେଜ ହଟିଲେ ଦୂର

କୋଟି ଜନତାଙ୍କ ନ୍ୟାର୍ଯ୍ୟ ଅଧିକାର

ଲେଖିଲେ ଧରଣୀ ପରେ

ସ୍ୱାଧୀନତା ସ୍ରୋତ ଉଛୁଳି ବହିଲା 

କାଶ୍ମୀରି ଠୁ କନ୍ୟାକୁମାରୀ

ପୂର୍ଣ ଆଜାଦିର ମନ୍ତ୍ର ପଢିନେଲେ

ମୋ ଦେଶର ନର ନାରୀ

କର ଅବା ମର ନିତି ଆପଣେଇ

ସଂଗ୍ରାମ ରେ ଦେଲେ ଝାସ

ବିଜୟ କେତନ ଉଡିଲା ବକ୍ଷରେ

ଏଇ ମୋ ଭାରତ ବର୍ଷ ।


Rate this content
Log in

Similar oriya poem from Abstract