STORYMIRROR

Purnima Prusty

Tragedy Inspirational Others

3  

Purnima Prusty

Tragedy Inspirational Others

ତୁମରି ସ୍ମୃତିରେ

ତୁମରି ସ୍ମୃତିରେ

1 min
11.9K

ରହିଯିବ ଖାଲି ସ୍ଥାନ

ସଦା ତୁମ ସ୍ମୃତିରେ

ମଧୁମୟ କଳ୍ପନା ସବୁ

ଜଳେ ଆଖି ଲୁହରେ,


ଅସରନ୍ତି ଭାବନା ଯେ

ସାଇତିଛି ସ୍ୱପ୍ନରେ

ସ୍ୱପ୍ନ ଲାଗେ ସ୍ୱପ୍ନ ପରି

ସତ୍ୟ ବହୁ ଦୂରରେ,


ରହିଯିବ ଚି଼ହ୍ନ ଟିଏ

ବିରହ ସାଜି ଆତ୍ମାରେ

କୁହୁଳିବ ରାତି ଦିନ

ମହମ ପରି ଛାତିରେ,


ରହିଯିବ ଖାଲି ସ୍ଥାନ

ସଦା ତୁମ ସ୍ମୃତିରେ

ହୃଦୟର ଭାଷା ମୋର

ଥିବ ଲେଖା ଲେଖାରେ,,, 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy