STORYMIRROR

Purnima Prusty

Classics Inspirational Others

4  

Purnima Prusty

Classics Inspirational Others

ସର୍ବମୟ ଜଗନ୍ନାଥ

ସର୍ବମୟ ଜଗନ୍ନାଥ

1 min
42

ମୋ ଭୋଗରେ,,,ରାଗରେ ତୁମେ 

ମୋ ଶୟନେ,,, ଚେତନେ ତୁମେ

ମୋ ଲୁହରେ,,,କୋହରେ ତୁମେ

ମୋ ଭାବେ ,,, ଅଭାବେ,,, ସ୍ୱଭାବେ ତୁମେ...

ମୋ ହାନିରେ,,, ଲାଭରେ ତୁମେ

ଆଳାପେ ତୁମେ ବିଳାପେ ତୁମେ ସଂକଳ୍ପେ ତୁମେ

ମୋ ଛଳରେ,,, କଳରେ ତୁମେ

ତୁମେ ହିଁ ତୁମେ ଆହେ ଦୀନବନ୍ଧୁ...

ମୋ ଆସ୍ତିକତାରେ,,, ନାସ୍ତିକତାରେ ଆଉ ବାସ୍ତବିକତାରେ କେବଳ ତୁମେ...

ତୁମେ ହିଁ କାମ୍ୟ ମୋର ଭୂତରେ,, ବର୍ତ୍ତମାନରେ ଆଉ ଭବିଷ୍ୟରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics