Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purnima Prusty

Classics Inspirational Others

4  

Purnima Prusty

Classics Inspirational Others

ଭାବନାରୁ ଖିଏ

ଭାବନାରୁ ଖିଏ

1 min
310


ନିଜର ଭୁଲ୍ କୁ ସଙ୍ଗ ଦୋଷ ଦେଇ

ନିଜେ ଧୁଆ ତୁଳସୀ ହେଇପଡିବା

କେତେ ଯୁକ୍ତି ଯୁକ୍ତ...

ଯଦି ତୁମେ ଚନ୍ଦନ ~

କେହି କଣ ତୁମର ସୁବାସ

କାଢି ନେଇ ପାରିବ

କେବେ ବି ତୁମ ଠାରୁ...!


ନିଜର ଦୁର୍ବଳତା କୁ

ଅପାରଗତାର ଆଖ୍ୟା ଦେଇ

କେତେ ଜଣଙ୍କୁ ଠକି ପାରିବ..

ଯଦି ତୁମେ ମହାବଳ ବାଘ ~

ଗୋଟେ ଜନ୍ତା କଣ କେବେ

ତୁମକୁ ଅଲଗା କରିପାରିବ

ଜଙ୍ଗଲର ସ୍ୱାଧୀନତା ଠାରୁ...।।


Rate this content
Log in

Similar oriya poem from Classics