STORYMIRROR

Jyotsna Acharya

Abstract Classics Others

3  

Jyotsna Acharya

Abstract Classics Others

ଆମ ସଂସ୍କୃତି

ଆମ ସଂସ୍କୃତି

1 min
135

ତୀର୍ଥ ମଧ୍ୟେ ସାର

ପୁରୁଷୋତ୍ତମ ଶ୍ରୀକ୍ଷେତ୍ର

ସମୁଦ୍ର ସଂସର୍ଗ 

ଦିବ୍ୟ ତୀର୍ଥ ରାଜ

ମହାପୂଣ୍ୟ କର

ନୀଳାଚଳ କ୍ଷେତ୍ର। 

ମହାନ ଅଟଇ 

ନୀଳ ଜଳଦ 

କାନ୍ତି ଯୁକ୍ତ

ଶଙ୍ଖ କ୍ଷେତ୍ର 

ନାମ ମହା ବିଷ୍ଣୁ

କଳେବର ଶ୍ରୀ ଜଗନ୍ନାଥ । 

ଶଙ୍ଖ ଅଗ୍ର ଭାଗେ ନୀଳକଣ୍ଠ

ନାଭିଟିରେ ରୋହିଣୀ କୁଣ୍ଡ

ଅକ୍ଷୟ ବଟ ମହା ପ୍ରଭୁ

ଶ୍ରୀ ଜଗନ୍ନାଥ ଅସ୍ଥାନ

ସମଗ୍ର ବିଶ୍ୱରେ ସୁନାମ

ମହୋଦଧି ମହବେଦୀ ପଞ୍ଚ ତୀର୍ଥ। 

ଅଷ୍ଟ ଶମ୍ବୁ ଅଷ୍ଟ ଚଣ୍ଡୀ

ଯଂଜ୍ଞ ନୁସିଂହ ମନ୍ଦିର 

ଚକ୍ର ତୀର୍ଥ ସ୍ୱର୍ଗ ଦ୍ୱାର 

ରୁଷି ଆଶ୍ରମ ମଠନୁ ଷ୍ଟାନ

ପୁଣ୍ୟ ସ୍ଥାନ ଯେତେ କ୍ଷେତ୍ରରୁ ଜାତ

ଭାଗବତକାରିଙ୍କ ମତ ବେକ୍ତ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract