Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Judhisthir Majhi

Abstract Classics Inspirational

3  

Judhisthir Majhi

Abstract Classics Inspirational

ଭବିଷ୍ୟତ ଦିଶେ ଅନ୍ଧକାର

ଭବିଷ୍ୟତ ଦିଶେ ଅନ୍ଧକାର

1 min
202


ମୋ ଭବିଷ୍ୟତ ଦିଶେ ଅନ୍ଧକାର

କୋଉଠି ହଜେଇ ଦେଇଛି

ମୋ' ମନ ଆଉ ଶରୀର

ଆଧୁନିକ ଯୁଗରେ ଭାବୁଛି l


ସବୁକିଛି ସହଜ ଆଉ ସରଳ

ଧିରେ ଧିରେ ମୋ ବୟସ

ବଢ଼ି ବଢ଼ିଯାଏ, ହଁ,

ବୁଝିପାରେ ମୋ ଭବିଷ୍ୟତ

କେତେ ଅନ୍ଧକାର

କେତେ କଷ୍ଟଦାୟ

ଆଉ କେତେ ଜଟିଳ ।


ରହି ରହି ଚାଲେ

ମୋର ସ୍ପନ୍ଦନ

ବୁଝିପାରେ ଲୋକଙ୍କ ପାଇଁ

ମୁଁ କେତେ ମୂଲ୍ୟହୀନ l


କାହିଁକି ନା

ମୁଁ ଦିଗହରା ପଥହରା

ଆଉ ଅର୍ଥହୀନ

କାହିଁକି କେ ବା ?

ଆଉ ମତେ କରିବ ସମ୍ମାନ l


ମୋ ଜୀବନର ମାନଦଣ୍ଡ ଶୂନ୍ୟ

ମୋ ଭାଗ୍ୟରେ କେବଳ

ଯନ୍ତ୍ରଣା ଆଉ କଷଣ

ଏହି ସମୟ ହିଁ ହେବ

ସବୁଠୁ ଉତ୍ତମ ଆଉ

ମୋ ଭାଗ୍ୟ ବଦଳିବାର କାରଣ ।


ତେବେ ଯାଇ ଏ ଦୁନିଆ

ମତେ ଲାଗିବ ସୁନ୍ଦର ।

ଦୂରେ ରହୁଥିବା

ସବୁ ଆତ୍ମିୟ ସ୍ବଜନ

ହେବ ଅତି ଆପଣାର ।



Rate this content
Log in

Similar oriya poem from Abstract