Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Judhisthir Majhi

Others

3  

Judhisthir Majhi

Others

4G 5G ଦୁନିଆ

4G 5G ଦୁନିଆ

1 min
134


ଏବେ ସବୁକିଛି

ସହଜ ଆଉ ସରଳ

ଯିବା ଆସିବା ହେଉକି ଆଉ ଅନ୍ୟକିଛି ।

ମୋବାଇଲ ଯଦି ହାତରେ

ସବୁ ପାଖରେ ଅଛି ।


କାରଣ ବିଜ୍ଞାନ ଯୁଗ ଚାଲିଛି

4G 5G ଦୁନିଆ ଆସିଛି ।

କିଛି କିଛି

ବଣ ଲତା ବନ୍ୟପ୍ରାଣୀ

ଲୁପ୍ତ ହେଲେଣି


ହେଲେ ମଣିଷ ବିସ୍ତାର

କରି ଚାଲିଛି ।


ଚାନ୍ଦରେ ଘର ତୋଳିବାରେ

ଯୋଜନା ଚାଲିଛି 

ସୌର ଜଗତ ବାହାରେ

ଆଉ ଏକ ଜଗତ ଖୋଜିଛି ।


ନିଜକୁ ସୃଷ୍ଟି କର୍ତ୍ତା ଭାବୁଛି ।


ତା ପାଇଁ କିଛି ଅସମ୍ଭବ ନୁହେଁ

ସବୁ କିଛି ସମ୍ଭବ କରି ପାରିଛି ।

ଏ ଆଧୁନିକ ମାନବ ।



Rate this content
Log in