STORYMIRROR

Gayatree Sahu

Abstract Classics Others

3  

Gayatree Sahu

Abstract Classics Others

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

1 min
124

ଭାଙ୍ଗି ଦେଇ ଏଇ ହୃଦୟ କୁ ମୋର

ଚାଲି ଗଲ ଏକା କରି, 

ଭାବିଲନି ଥରେ କେତେ ଭଲ ପାଏ

ଚାହିଲନି ଥରେ ଫେରି।


ଫେରି ଚାହିଲେ ବି କି ଲାଭ ହେବ

ଭଲ ଯଦି ପାଅ ନାହିଁ,

କେମିତି ଜାଣିବ କେମିତି ବୁଝିବ

ଝୁରୁଅଛି ତୁମ ପାଇଁ।


ଝୁରି ଝୁରି ଆଜି ଦିନ ସବୁ ଗଲା

ରହି ଗଲା ଖାଲି ସ୍ମୃତି,

କହିଦିଅ ଥରେ ଭଲ ପାଅ ବୋଲି

ଆତ୍ମା ହେଇଯାଉ ତୃପ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract