STORYMIRROR

Jyotsna Acharya

Abstract Classics Others

3  

Jyotsna Acharya

Abstract Classics Others

ଶୀତ ସଞ୍ଜ

ଶୀତ ସଞ୍ଜ

1 min
168

ଦିନ ସରେ ବେଗେ

ସଞ୍ଜ ନଇଁ ଆସେ 

ସଂଧ୍ୟା ଶୀତର

ବଙ୍କୁଲୀ ଧରି,

ଥୁରୁଥୁରୁ ଶୀତ

ସ୍କୁଲ୍ ଛୁଟିର ବେଳ

ପଢା ଟି ସାରି

ଦୌଡ଼ ମସ୍ତିରେ ଖେଳି।

ଛୋଟ ଠାରୁ ବଡ଼

ଚାଦର ସ୍ବେଟର୍

ଘରେ ରୁହନ୍ତି

କବାଟ ଝରକା ଦେଇ,

ଚାଦର, କମ୍ବଳ 

ଡ଼କା ଡ଼କି ବେଗେ

ଜାଡ ଶୀତକୁ 

ସ୍ବାଗତ କରି।

ମନ୍ଦିରର ଘଣ୍ଟି

ଓଢ଼ଣା ଘୋଡି

ଶୁଅନ୍ତି ଠାକୁର

ରାତ୍ରି ବେଗାବେଗି,

ଶୀତର ପରଷେ

ଗଛ ଲତା ଡାଳ

ଧରିତ୍ରୀ କୋଳରେ

ଜାବୁଡି ଧରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract