STORYMIRROR

Jyotsna Acharya

Abstract Classics Others

3  

Jyotsna Acharya

Abstract Classics Others

ଶୀତ ସକାଳ

ଶୀତ ସକାଳ

1 min
193

ଋତୁ ରାଣୀ ଶୀତ 

ଆସିଛି ମହୀରେ

ସଂଗେ କାକର

ବର୍ଷା କୁହୁଡିରେ

ଅନ୍ଧକାର ଦିଶେ

ପଥ ପାସ ଦୂରେ

ପରଦା କୁହୁଡି 

ଆଖି ସାମାନାରେ

ପୂରବ ଦିଗରୁ

ସୂରୁଜ ଉଏଁ

କିରଣ ଉତାପ

ଭୂଇଁରେ ପଡେ଼

ବୃଦ୍ଧ, ପିଲା ଜନ

ଖେଳ, ପଢାରେ

ବିସ୍କୁଟ୍ ଚା'ର ମଜ୍ଜାରେ

କେତେ ଫୁଲ ରଂଗ 

ସେବତୀ ଡାଳେ

ଫୁଲେଇ ହସନ୍ତି

ଶୀତ ଖରାରେ

ସଂଗନ୍ଧରାଜ 

ଗେଣ୍ଡୁର ଡାଳେ

ମହକ ଚନ୍ଦନ

ଶୀତ ସୁବାଷେ

ସୁନ୍ଦର ଧରା

ମହି ଭୂବନେ

ପାଚିଲା ଧାନ

କେଣ୍ଡାରେ ଖେଳେ

ପ୍ରଭାତ କିରଣ 

ପଡି ମଥାରେ

ଜଳ ମା' ହସେ

ଶୀତ ସକାଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract