STORYMIRROR

Nilamadhab Raj

Abstract Romance Fantasy

3  

Nilamadhab Raj

Abstract Romance Fantasy

ଟ୍ରେନ୍ ସଫର୍

ଟ୍ରେନ୍ ସଫର୍

1 min
203

ସମ୍ବଲପୁରକୁ ଛାଡ଼ି ଟ୍ରେନ୍ ଯେବେ 

ମାଡ଼ି ଯାଏ ଆଗକୁ ଆଗକୁ

ମୋ ମାନସପଟରେ ଉଙ୍କି ମାରୁଥାଏ

କେତେ ବେଳେ ପହଞ୍ଚିବି ଭୁବନେଶ୍ୱରକୁ।


ମୋ ଝରକା ଫାଙ୍କ ଦେଇ

ଭାସିଆସେ ଦଲକାଏ ମଳୟ ପବନ

ରବିର ପହିଲି କିରଣ ସ୍ପର୍ଶ କରି

ମୋ ମନକୁ କରିଦିଏ ଉଚ୍ଛନ୍ନ।


ଟ୍ରେନ୍ ଉପରକୁ ଉଡ଼ି ଆସେ 

ଗୋଟେ ଗୋଲାପ ଫୁଲଟି,

ମୋ ପାଖ ସିଟରେ ପଡେ ଉଡ଼ିଆସି

ଗୋଲାପ ଫୁଲ ନୁହେଁ ସେ 

ରାଜଧାନୀର ଜଣେ ସୁନ୍ଦରୀ ଝିଅଟି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract