STORYMIRROR

Nilamadhab Raj

Inspirational

3  

Nilamadhab Raj

Inspirational

ସଫେଇ କାର୍ଯ୍ୟ

ସଫେଇ କାର୍ଯ୍ୟ

1 min
174

ସଫେଇ କାର୍ଯ୍ୟଟି ଛୋଟ କାମ ବୋଲି

ଭାବ ନାହିଁ କେବେ ନିକୃଷ୍ଟ 

ସାର୍ ମାଡ଼ାମଙ୍କ ସହ ସଫେଇ କରି

ଜାଣିଗଲେ ଏ କାମ କେଡେ ଉତ୍କୃଷ୍ଟ।


ଶିକ୍ଷା ବିଭାଗକୁ ଆଜି ସ୍ୱଚ୍ଛ କଲେ

କରିବାନି ତାକୁ ମଇଳା କେବେ 

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ

ସବୁଠି ଆଦର ଲଭିବା ତେବେ।


ଗଢ଼ିବା ଆମେରେ ଆଦର୍ଶ ବିଭାଗ

ଚାଲିବା ସ୍ୱଚ୍ଛତାର ଅଭିମୁଖେ 

ଶିକ୍ଷା ବିଭାଗର ବିଦ୍ୟାର୍ଥୀ ଯେ ଆମେ

ସଭିଏଁ ପଢ଼ିବା ପରମ ସୁଖେ।


ଆସ ଆସ ସାଙ୍ଗ ସମସ୍ତେ ଆସ

ସଫେଇକୁ ଆମେ ଦେବା ଗୁରୁତ୍ଵ 

ଶିକ୍ଷା ବିଭାଗରୁ ଆରମ୍ଭ କରି

ଗଢି ଦେବା ଆମେ ଶ୍ରେଷ୍ଠ ଭାରତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational