Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamadhab Raj

Others

3  

Nilamadhab Raj

Others

ଡେମ୍

ଡେମ୍

1 min
180


ପାଗଳ ଭଅଁର ଫୁଲ ପାଇଁ ଯେପରି

ଘୁରି ବୁଲେ ଦେଶେ ଦେଶେ

ମୋ ମନ ଉଚ୍ଛନ୍ନ ସନ୍ଧ୍ୟା ସମୟେ

ଯଦି ଦେଉଳି ଡେମ୍ ନ ଦିଶେ।


ଗେଟ୍ ବନ୍ଦ ପାଇଁ ଦୂରଦୂରାନ୍ତର ପକ୍ଷୀ

ଆସି ନାହିଁ ବାଇକ୍ ଚଢି

ବହୁଦିନ ହେଲା ଆଉ ସଞ୍ଜ ବେଳା

ବସିନାହିଁ ସାଥି ସାଜି।


ପଥର ଓ ମାଟି ବନ୍ଧ ତୁମେ

ସାଇତିଛ ପ୍ରେମ କେତେ

ସମସ୍ତଙ୍କର ମନ ମୋହି‌ ନିଅ

ଥରୁଟେ ଦେଖିଲେ ତୋତେ।


ଡେମ୍ ଆମ ସରଗ ପରି

ସୁନ୍ଦର ଦୃଶ୍ୟରେ ଯାଉଛି ପୁରି

ମାଟିରେ ଗଢା ଏ ଡେମ୍ ଆମ

ପୁରିଛି ଭରି ସରଗ ଧାମ।


ତୁମର ଏ ସୁନ୍ଦର ସୃଷ୍ଟିରେ 

ମୋ ମନର କବିତ୍ଵ ଝରିପଡେ

କାରଣ କବିତା ମୋ ତୁମଠୁ ଆରମ୍ଭ 

ତୁମଠି ଶେଷ ହୁଏ.......।



Rate this content
Log in