Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamadhab Raj

Abstract Children Stories Others

3  

Nilamadhab Raj

Abstract Children Stories Others

ମୋର ଜନ୍ମ ଦିନ

ମୋର ଜନ୍ମ ଦିନ

1 min
200


ଚଲାପଥ ମୋର

ସୁଗମ କର ହେ

ପ୍ରଭୁ ଚକାଡୋଳା ସ୍ୱାଇଁ

ହସ ଖୁସି ଭରା

ଜୀବନଟେ ପରା

ମାଗୁଛି ମହୋରି ପାଇଁ

ମାଆ ର ମମତା

ପିତାଙ୍କ ଆଦର୍ଶ

ଶିକ୍ଷକଙ୍କ ଶିକ୍ଷା

ସାଙ୍ଗର ବନ୍ଧୁତ୍ୱ

ସକଳ ପରାଣେ

ଭରିଦେଵି ହସ

ଏତିକି କରୁଛି ଶପଥ

ବରଷକେ ଥରେ ଆସିଛି

ମୋ ଜନ୍ମ ଦିନ,

ମୁଁ ନିଜେ ନିଜକୁ କରୁଛି

ଶୁଭେଚ୍ଛା ଓ ଅଭିନନ୍ଦନ।


Rate this content
Log in

Similar oriya poem from Abstract