STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ଆହ୍ୱାନ

ଆହ୍ୱାନ

1 min
181

ପ୍ରଚ୍ଛନ୍ନ ପ୍ରଳାପ 

ଭିତରେ ଏକମାତ୍ର ସୂତ୍ର 

ନିରବିଛିର୍ଣ୍ଣ ସାଧନାରେ 

ପାଇଛି ମୁଁ ଆହ୍ୱାନର ପତ୍ର 

ଅହର୍ନିଶ ଉପାନ୍ତରେ 

କରିଛି ଅନେକ ମିତ୍ର 

ଦିବାନିଶି ଛାୟା ତୁମ 

ବିଶଲ୍ୟକରଣୀ ମାତ୍ର 

ଗାଳ୍ପିକର ଅନ୍ତରାଳରେ 

କାହାର ହେବି ମୁଁ ପ୍ରିୟପାତ୍ର 

କବିତାର ମରୁଝରରେ 

ମୁଁ ବିରହୀଣୀ ଏକମାତ୍ର 

ଓଁ ଓ ବ୍ରହ୍ମର ନିନାଦରେ 

ଏକମାତ୍ର ଯୋଗସୂତ୍ର 

କବିତା ଆଜିବି ପଚାରେ ମତେ 

ଲେଖିବା ପୁର୍ବରୁ କହ ତୋର ଜାତିଗୋତ୍ର.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract