STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ଶିଶୁ ଦିବସ 

ଶିଶୁ ଦିବସ 

1 min
3


ଆଜିର ଶିଶୁ କାଲି ଗଢ଼ିବ ବିଶ୍ୱ 
ଶିଶୁ ଦିବସ ଆସିଛି ପିଲାଏ ହସ 
ଆଜି ଜବାହାରଙ୍କର ଜନ୍ମଦିବସ 
ବୁଝିଥିଲେ ସିଏ ଆଜିର ଶିଶୁ 
କାଲିର ଭାଗ୍ୟ ଓ ଭବିଷ୍ୟ 
ଢାଳିଦେଇଥିଲେ ଅପର୍ଯ୍ୟାପ୍ତ ବିଶ୍ୱାସ 
ଶିଶୁ କର୍ଣ୍ଣଧାର ଶିଶୁ ଆଗୁଆର 
ଶିଶୁର ହସରେ ଜଗତ ବଶ 
ଶିଶୁଦିବସରେ ପିଲାଙ୍କ ପାଶ 
ଅପଯ୍ୟାପ୍ତ ଆତ୍ମବିଶ୍ୱାସ 
ବଢେଇବା ପାଇଁ ସମସ୍ତେ ଆସ 
ଚାଚା ନେହେରୁଙ୍କ ପରି କରିବା 
ଗୋଲାପ ଫୁଲର ଚାଷ 
ସୁଗନ୍ଧେ ମହକି ବର୍ଷି ଯିବାକୁ 
ନୂଆ ନୂଆ ହିତକର ସନ୍ଦେଶ 
ସେ ଗୋଲାପ ଫୁଲରେ ଥିବ 
ପାଖୁଡା ପାଖୁଡା ଭିତରେ ନିଶ୍ଵାସ 
ଆମରି ଦେଶର ଆମେ ହିଁ ନାଉରୀ 
ଆମ ଦେଶ ପରା ଭାରତ ବର୍ଷ 
ଗଙ୍ଗା ଗୋଦାବରୀ ସିନ୍ଧୁ କାବେରୀ 
ନଈରେ ନାଉରୀ ଶିଶୁ ରୂପକ ଶିଷ୍ୟ 
ଜବାହରଲାଲନେହେରୁ ଦାନ କଲେ 
ତାଙ୍କ ଜନ୍ମଦିବସ ଫୁଟାଇବା ପାଇଁ 
ଶିଶୁ ଉଠରେ ଅଫୁରନ୍ତ ହସ 
ବଢେଇବା ପାଇଁ ଆତ୍ମବିଶ୍ୱାସ 
ଆସରେ ଆସ ସଭିଏଁ ଆସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍