STORYMIRROR

Sudipta Behera

Abstract Others

3  

Sudipta Behera

Abstract Others

ବୈଦେହୀ

ବୈଦେହୀ

1 min
276

ହେ ବୈଦେହୀ

ତବ ଜନ୍ମ ସାର୍ଥକ

ଯୁଗ ଯୁଗାନ୍ତର

ତୁମେ ଅନନ୍ୟା

ତ୍ୟାଗର ଅନ୍ୟ ଏକ ନାମ

ଅନେକ ଯନ୍ତ୍ରଣା

ତବ ବୁକୁ ପରେ ତୋଳି

ନୀରବି ଗୁଞ୍ଜରି ରଖି ଅଛ

ପତିର ସମ୍ମାନ

ଆହେ ପତି ପ୍ରାଣା

ଦେଇ ଅଛ ଦିଗ୍ ଦର୍ଶନ

ପ୍ରତି ନାରୀ ହୃଦେ

ତୁମେ ଯେ ପ୍ରେରଣା ମୟୀ

ମାଟିରୁ ସମ୍ଭୂତା

ଆଉ

ମାଟିରେ ନିବୃତା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract