STORYMIRROR

Pranati Mahapatra

Abstract Inspirational

3  

Pranati Mahapatra

Abstract Inspirational

ସମସ୍ୟା କିମ୍ପାଇଁ

ସମସ୍ୟା କିମ୍ପାଇଁ

1 min
257

ସତ୍ୟ ଦ୍ଵାପର ତ୍ରେତୟା ଓ କଳି

ଧରାଧାମେ ନାରୀ ସହେ ସବୁ ଅଳି

ନ ଥାଏ ମନେ ତା କା ପ୍ରତି ବିଦ୍ଵେଷ

ଲାଗୁଥାଏ ମୁଖ ସଦା ହସହସ।

ନୀରିହ ସରଳ ପ୍ରକୃତି ତାହାର

ସମାଜରେ ସଦା ହୁଏ ହତାଦର

ତା ମନ ଭାବନା ବୁଝେନା ତ କେହି

ବେଡିପରେ କୋରଡାକୁ ଲଦୁଥାଇ।

ପୁଅଝିଅ ମଧ୍ୟେ ନାହିଁ ତ ପ୍ରଭେଦ,

ଚନ୍ଦ୍ର ମଙ୍ଗଳକୁ କରେ ଆତଯାତ।

ପାରିବା ପଣିଆ ଅଜଣା ନୁହଁଇ

ଲିଙ୍ଗଗତ ଏତେ ସମସ୍ୟା କିମ୍ପାଇଁ।


Rate this content
Log in

Similar oriya poem from Abstract