STORYMIRROR

Nilamadhab Raj

Children Stories Inspirational Children

3  

Nilamadhab Raj

Children Stories Inspirational Children

ହିରୋ ସାର୍

ହିରୋ ସାର୍

1 min
235

ଯାହା ପାଇଁ ମୁହିଁ ସମାଜରେ ଆଜି

ହାସଲ କରିଛି ସ୍ଥାନ,

ସେହି ମୋ ସ୍କୁଲ୍ ଦେଉଳି ସ୍କୁଲ୍

ରଖିବା ତାର ସମ୍ମାନ।


ଯେଉଁ ଗୁରୁଙ୍କର ଶିକ୍ଷାର ଆଲୋକେ

ଟୁଇସନ୍ ଶିକ୍ଷକ ରୂପେ 

ସୁବ୍ରତ ଆଜି ହୋଇଛି ଠିଆ,

ସେଇ ସ୍କୁଲ୍ ର ନିକିତା କୁ ପଢ଼େଇ

କରିଦେଲା ଏବେ ବଡ଼ ପାଠୁଆ।


ନାମ ତୋ ତାର ସୁବ୍ରତ 

ଚେହେରା, ଗୁଣରେ

ଷ୍ଟାଇଲ୍ ମାରେ ବୋଲି

ସେ ଷ୍ଟାଇଲିଷ୍ଟ ମାଷ୍ଟର

ନାମରେ ପରିଚିତ।


ପ୍ରଫେସନ ରଖିଲା ସେ ଟିଚର

କି ପ୍ରକାର ପଢେଇ ଦେଲା ଯେ

ନିକିତା ପାଣି କୁ କରିଦେଲା

ଆମ ସ୍କୁଲ୍ ର ଏକ ନମ୍ବର।


ନିକିତା କୁ ମୋର ଶୁଭେଚ୍ଛା

ସାର୍ ଦିଦି ମାନଙ୍କୁ ମୋର ନମନୀୟ

ଯାହାକୁ ସବୁବେଳେ ଦେବା ସମ୍ମାନ,

ସୁବ୍ରତ କୁ ମୋର ଅଜସ୍ର ଭଲପାଇବା

ଯିଏ ରଖିଦେଲା ସାଙ୍ଗ ମାନଙ୍କର ନାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍