Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANITA SAHU

Classics Inspirational Children

4.0  

BANITA SAHU

Classics Inspirational Children

ଟିଭି ରିମୋର୍ଟ

ଟିଭି ରିମୋର୍ଟ

1 min
120


ମୁଁ ଯେବେ ଛୋଟ ଥିଲି

କାର୍ଟୁନ ମୁଁ ଦେଖୁଥିଲି

ଚୁପ କରି ଆସିଯାଏ ଭାଇ

ଟିଭି ରିମୋଟକୁ ନେଇଯାଏ ଧାଇଁ

ଚାହୁଁ ଚାହୁଁ ଝଗଡା ହୁଏତ ଆରମ୍ଭ

ଶେଷ ହେବାର ନଥାଏ ବିକଳ୍ପ

ମାଆ ଆସି ପହଞ୍ଚେ ରୋଷେଇ ଘରରୁ

ବୁଝାଇ କୁହେ ଭାଇ ଭଉଣୀକୁ

ଅଧିକ ସମୟ ହେଲା ଦେଖିଲନି ଟିଭି

ପଢିବ ଯାଅ ନହେଲେ ଦେବି ଚାବୁକ ବାଡ଼ି

ଏହିପରି ଥଟ୍ଟା ମଜା ଥିଲା ପିଲାଦିନ କଥା

ଭାରି ମନେ ପଢ଼ୁଥାଏ ଅଭୂଲା ଗାଥା ।



Rate this content
Log in

Similar oriya poem from Classics