STORYMIRROR

BANITA SAHU

Others

3  

BANITA SAHU

Others

ବନ୍ଧୁ

ବନ୍ଧୁ

1 min
203

ବନ୍ଧୁ ଜୀବନରେ ଏକ ଅଂଶ ଅଟେ

ଜନ୍ମ ଠାରୁ ମୃତ୍ୟୁ ପ୍ରତିଟି ମୁହୂର୍ତ୍ତରେ

ବନ୍ଧୁର ଆବଶ୍ୟକତା ନିତାନ୍ତ

ଶିଶୁର ବାଲ୍ୟବସ୍ଥାରେ ମାଆ

ହଇଯାଏ ଏକ ପ୍ରକୃତ ବନ୍ଧୁ

ଠିକ ସେହିପରି କିଶୋରବସ୍ଥାରେ

ଏକାଠି ଖାଉ,ଏକାଠି ପାଠ ପଢୁ

ଖେଳୁ,ଥଟା ମଜା କରୁ ସେହିମୁହୂର୍ତ୍ତରେ

ଏକ ଭଲ ବନ୍ଧୁ ଆକସ୍ମିକ ଭାବେ

ଜୀବନରେ ଚାଲି ଆସେ ଏକ ପ୍ରକୃତ ବନ୍ଧୁ

ପୁଣି ଯୌବନବସ୍ଥାର

ଜୀବନ ସାଥୀରୂପେ ଚିର କାଳ

ଆମ ସହ ହାତରେ ହାତ ଦେଇ

ଆମ୍ଭ ସୁଖ ଦୁଃଖରେ ଭାଗିଦାର ହଇ

ପ୍ରତିଟି ମୁହୂର୍ତ୍ତରେ ଆମ୍ଭ ଚଲାପଥକୁ

ଚଳ ଚଞ୍ଚଳ କରି ସଂସାରରେ ଆଗେଇନିଏ

ଆମ ଜୀବନ ସାଥି

ସାତ ଜନ୍ମ ପାଇଁ ସାଥିରୂପେ ରହିବା ବୋଲି କଥା ଦିଏ

ଏକ ପ୍ରକୃତ ବନ୍ଧୁ ରୂପେ ଚିରକାଳ ଆମ ସହ ରହିଥାନ୍ତି

ଏହିପରି ଅନେକ ସମୟରେ ଭିନ୍ନ ଭିନ୍ନ ରୂପରେ ଆମ

ଜୀବନରେ ପ୍ରକୃତ ବନ୍ଧୁ ରୂପେ ଚିର କାଳ ଚିର ସ୍ମରଣୀୟ ଭାବେ ଜୀବନରେ ରହିଥାନ୍ତି ବନ୍ଧୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍