STORYMIRROR

BANITA SAHU

Classics Inspirational Others

4  

BANITA SAHU

Classics Inspirational Others

ପିଲାମାନେ

ପିଲାମାନେ

1 min
386

କିଛି କଥା ମନେ ପଢୁଅଛି ଆଜି

ମୋ ପିଲା ଦିନ କଥା ଭାବୁଛି ବସି

ଭାରି ଚଗଲାମୀ ଥିଲୁ ସାଙ୍ଗ ସାଥି ହୋଇ

ଆଜି ମୋ ପିଲାମାନଙ୍କ ଦୁଷ୍ଟାମୀର ସୀମା ନାହିଁ

ସମୟର ଗତିବିଧିରେ ଗଢିଲାଣି ବୟସ

ପିଲାଙ୍କୁ ଶିକ୍ଷା ଦେବା ହାରିବେନି ସାହସ

ପ୍ରତିଟି ମୁହୂର୍ତରେ ରହିବା ପିଲାଙ୍କ ସାଥେ

ତାଙ୍କ ସ୍ବପ୍ନକୁ ଶାକାର କରିବା ଆମ୍ଭେ

ପିଲାମାନେ ଠାକୁରଙ୍କ ସହ ସମାନ

ସୁଖ ଦୁଃଖ ରେ ବୁଝିବା ଦେଇ ମନ ପ୍ରାଣ

ତାଙ୍କ ହସ ହସ ମୁହଁ ଦେଖି ହୁଏ ଦୁଃଖ ଦୂର

ପିଲାମାନେ ପରା ଆମ ଖୁସିର ସଂସାର

ତାଙ୍କ ଉନ୍ନତିରେ ଆମେ ସଧା ବେଳେ ଖୁସି

ପିଲାମାନେ ଜୀବନରେ ଖୁସିରେ କଟାନ୍ତୁ ହସି ହସି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics