STORYMIRROR

BANITA SAHU

Classics Inspirational

3  

BANITA SAHU

Classics Inspirational

ମା 'ହାତ ରନ୍ଧାରେ

ମା 'ହାତ ରନ୍ଧାରେ

1 min
199

ମା' ହାତ ରନ୍ଧା ଭାରି ସୁଆଦିଆ

ଝୁରୁ ଥିବ ସଦା ସାରା ଦୁନିଆ

ଲକ୍ଷ୍ମୀ ସାଜି ସଦାବେଳେ କରନ୍ତି ରଷେଇ

ନାନା ବେରଙ୍ଗ ଖାଦ୍ୟ ପ୍ରସ୍ତୁତ କରନ୍ତି ମନଦେଇ

ସଜ ପଖାଳକୁ ବଡ଼ିଚୁରା ସହ ଶାଗଭଜା

ସ୍ବପରିବାର ଖାଇ ନିଅନ୍ତି ମଜା

ମାଆଙ୍କ ରଷେଇରେ ମହ ମହ ବାସୁଥାଏ ବାସ୍ନା

ମନ ଭରି ଖାଇଯାଉ କରୁନାହିଁ କେହି ମନା 

ମା'ଙ୍କ ହାତ ରନ୍ଧାରେ ଭରିଥାଏ ସଦା

ସ୍ନେହ ପ୍ରେମ

ଆମ୍ବିଳ ଶକରା ଭଜା ତିଅଣ ନାନା ବ୍ୟଞ୍ଜନରେ ଭରିଯାଏ ମନ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics