STORYMIRROR

BANITA SAHU

Inspirational Others

3  

BANITA SAHU

Inspirational Others

ମାର ମମତାରେ

ମାର ମମତାରେ

1 min
119

ମା'ର ମମତାରେ

ଥାଏ ଏକ ଶକ୍ତି

ଲଢ଼ିବାକୁ ମିଳେ

ସାହସ ର ପ୍ରଗତି।

ମାର ମମତାରେ

ଥାଏ ସ୍ନେହ ପ୍ରେମ

ମିଳୁଥାଉ ଜନ୍ମ ଜନ୍ମ।

ମା'ର ମମତା ଅଟେ

ଅହିଂସାର ପ୍ରତୀକ

ଦଶ ମାସ ଗର୍ଭେ ଧରି

ଶିଶୁର ଅଟଇ ପ୍ରଥମ ଶିକ୍ଷକ।

ମାର ମମତାରେ ଥାଏ

ଜ୍ଞାନର ଭଣ୍ଡାର

ଶିକ୍ଷା ଆହରଣ କରିବାରେ

ନଥାଏ ଡର।

ମାର ମମତାରେ ଥାଏ

ସୀମାହୀନ ଧୈର୍ଯ୍ୟ

ପାଦ ଧୂଳି ନେଇ ଗଲେ

ପ୍ରତିଟି କାର୍ଯ୍ୟ ହୁଅଇ ବିଜୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational