STORYMIRROR

BANITA SAHU

Abstract Inspirational Others

3  

BANITA SAHU

Abstract Inspirational Others

ଟ୍ରେନ ର ଝରକା

ଟ୍ରେନ ର ଝରକା

1 min
160

ଭାରି ଭଲ ଲାଗେ ଟ୍ରେନରେ ଯିବାକୁ

ମନଭରି ଉପଭୋଗ କରେ ସେହି ଦୃଶ୍ୟକୁ ।


ଆହା କି ମଜା ଝରକା କଡେ ବସିବା

ପ୍ରକୃତି କୁ ଅତି ନିକଟରେ ଦେଖିବା ।


ସତେ ଯେପରି ମୁଁ ସ୍ତିର ହୋଇ ବସିଛି

ଛୋଟ ଚାରା ଠାରୁ ବୃକ୍ଷ ମୋସାମ୍ନାରେ ଚାଲିଯାଉଛି ।


ବୁଝି ହୁଏ ନା କିଛି ଭାବିବା ଆଗରୁ

ଚାଲିଯାଏ ମୋ ସାମ୍ନା ପଟରୁ ।


ମୋ ସାମ୍ନାରେ ବସିଥାନ୍ତି ବୃଦ୍ଧା ମାଉସୀ ଜଣେ

ସମସ୍ତଙ୍କୁ ଚାହିଁ ଦେଖନ୍ତି କଣେଇ କଣେ ।


ମୁଁ ବୁଝିପାରେନା କାହିଁକି ଏପରି ଚାହାନ୍ତି

ଭାବିବା ଆଗରୁ ଝରକା ପଟେ ଛେପ ପକାଇ ଦିଅନ୍ତି ।


Rate this content
Log in

Similar oriya poem from Abstract