Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANITA SAHU

Abstract Others

4.5  

BANITA SAHU

Abstract Others

ବନ୍ଧୁ

ବନ୍ଧୁ

1 min
324


ଦିନକ ପାଇଁ ନରହୁ ମୋ ବନ୍ଧୁତ୍ୱ

ରହିଥାଉ ମୋ ସାଥେ ଜୀବନ ଯାକ ।

ଧନ ସମ୍ପଦ ଲୋଡା ନାହିଁ ମୋର 

ହୃଦୟଟି ରହିଥାଉ ସଦା ନିର୍ମଳ।

ବିପଦେ ଆପଦେ ରହିଥିବି ମୁଁହି

ତୋ ଦେହ ଛାଇ ଭଳିଆ ।

ଦୂରେଇ ଦେବୁନାହିଁ ନିଜଠୁ ମତେ

ହେଇଯିବି ଏହି ସମାଜେ ମୁଁ ଏକୁଟିଆ ।

ନଲାଗୁ କାହା ନଜର ଆମ ବନ୍ଧୁତ୍ୱକୁ

ପ୍ରାର୍ଥନା କରେ ପ୍ରଭାତେ ମୁଁ ଠାକୁରଙ୍କୁ।


Rate this content
Log in

Similar oriya poem from Abstract