STORYMIRROR

BANITA SAHU

Abstract

4  

BANITA SAHU

Abstract

ବୟସ ର ଆୟୁଷ

ବୟସ ର ଆୟୁଷ

1 min
303

ଜୀବନଟା ଗୋଟେ ପାଣି ଫୋଟକା

ବଂଚିବାକୁ ହେବ ହସି ହାସିକ

କେତେ ଦୁଃଖ ପୁଣି କେତେ ସୁଖ?

ଚାଲି ଥାଏ ଏହା ଜୀବନ ଯାକ l

ସମୟ ର ଗତିରେ ଚାଲିଯାଏ ବୟସ

ଫେରିବ ନାହିଁ ଆଉ ଅଧିକ ଆୟୁଷ

ଝୁଣ୍ଟି ପୁଣି ଉଠିବାକୁ ହେବ ନିଜ ସ୍ବପ୍ନ ପାଇଁ

ସମାଜ ସହ ଲଢ଼ିଲଢ଼ି ବଞ୍ଚିବାକୁ ହେବ ଖୁସି ପାଇଁ

ସମୟ ଚକ୍ରରେ ଭୁଲିବାକୁ ହେବ ଅକୁହା ବେଦନାକୁ

ଦୁଃଖର ଭାରକୁ ହୃଦୟେ ରଖି ମୁଖରେ ରଖିବ ହସକୁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract