STORYMIRROR

BANITA SAHU

Abstract Children Stories Classics

3  

BANITA SAHU

Abstract Children Stories Classics

ବର୍ଷା

ବର୍ଷା

1 min
25


ଆସିଛି ବର୍ଷା ମେଘ ପାଲିଙ୍କିରେ

ବେଙ୍ଗୁଲି ନାନୀକୁ ନେଇ ସାଥିରେ ।

ଧରଣୀ ମାତାଙ୍କ ମନ ଉଲ୍ହାଶରେ 

କୃଷକ ନାଚୁଛି ଭାବ ପ୍ରବଣତା ରେ।

ଝିପ ଝିପ୍ ବର୍ଷା ହେଲାଣି ଗାଁ ଦାଣ୍ଡରେ

କୁନି ଶିଶୁମାନେ ଆନନ୍ଦିତ ହୁଅନ୍ତି ଧିରେ ଧିରେ ।

କାଗଜ ଡଙ୍ଗା ଭସାଇ ନିଜ ହାତରେ

ଗୀତ ଗାଇ ନାଚନ୍ତି ଆନନ୍ଦ ମନରେ।



Rate this content
Log in

Similar oriya poem from Abstract