Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract Fantasy

3  

kahnu charan sahu

Abstract Fantasy

ସମୟର ନଈ କୂଳେ

ସମୟର ନଈ କୂଳେ

1 min
143



କେତେଯେ ଅତୀତ

ସମୟ ନଈରେ ହଜିଲା ପରେ

ନୂଆ ପରିଭାଷା ଉଜ୍ଜୀବିତ ହୁଏ

ସମୟର ନଈ କୂଳେ

ନିର୍ମାଣକରି କ୍ଷୁଦ୍ର ଏକ ଆଶା ।


ସେ ଆଶାରେ ଥାଏ କେତେ

ହରେଇବା, ହାରିବା

ସଂଘର୍ଷରେ ଲୁହଲହୁ ହେବା

ପରିଶେଷରେ ଧୈର୍ଯ୍ୟ ଆଉ ଅଭ୍ୟାସର

ପରିଚୟ ମିଳେ ଆକାଶର ବକ୍ଷ ଚିରି ।


ହସିବା ଛାଡି ରାତି ରାତି ନିଗାଡ଼ିବାକୁ ହୁଏ

ସ୍ୱପାଭିସାର ମନ, ତନ, ପ୍ରାଣରୁ

ଶ୍ରମର ସ୍ୱାଭିମାନ !

ଅଳ୍ପ ଅବଧି ପରେ ଆପେ

ହାର ମାନିନିଏ ସମୟ ନଈ

ଗଢି ତାର କୂଳେ ଭବିଷ୍ୟତର ଅଭିସ୍ପା ।।


Rate this content
Log in

Similar oriya poem from Abstract