STORYMIRROR

kamal kumar dash

Abstract

3  

kamal kumar dash

Abstract

ପ୍ରେମ ଏକ ନଈ

ପ୍ରେମ ଏକ ନଈ

1 min
377

ପ୍ରେମ ଏକ ନଈ      ଯାଏ ବୋହି ବୋହି 

        ପ୍ରୀତିର ସଂଗୀତ ଗାଇ 

 କେବେ ଋଷୁ ଥାଏ   କେବେ ହସୁଥାଏ 

      ମନେ ମନେ କଥାହୋଇ ।(୧)

 ମନ ଆଇନାରେ   ତୁମ ଛବି ଆସେ 

       ଆସିକି ମିଳେଇ ଯାଏ 

 ଜୀବନର ମାନେ     ବୁଝିବା ଆଗରୁ 

       ସବୁ ସ୍ମୃତି ହୋଇଯାଏ ।(୨)

 ଜୀବନର ବାଟେ     ଭଲ ପାଇଯିବା

       ଖୁସି ବାଣ୍ଟି ବୁଲୁଥିବା

 ପଦେ ମିଠା କଥା      ଚେନାଏ ହସରେ 

      ଆପଣାର ହୋଇ ଯିବା ।(୩)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract