STORYMIRROR

RATIKANTA NAYAK

Abstract Others

3.4  

RATIKANTA NAYAK

Abstract Others

କରୋନା ମହାମାରୀ

କରୋନା ମହାମାରୀ

1 min
212


ଏମିତି ସମୟ ମଣିଷ ଦେଖୁଛି 

ମରଣ ଯେମିତି ଦୁଆରେ ଜଗିଛି ।


କୋରନା ନାମକ ଭୁତାଣୁ ବୁଲୁଛି

ବିଦେଶ ରୁ ଆସି କି ଉତ୍ପାତ କରୁଛି ।


ମଣିଷ ଦେଖିଲେ ଛାନିଆ ଲାଗୁଛି 

ସଭିଙ୍କ ମୁହଁରେ ମୁଖା ତ ରହିଛି ।


ଛ ଫୁଟ ଦୂରରୁ କଥା ତ ହେଉଛୁ

ନାକକୁ ଆଖିକି ଛୁଇଁ ନ ପାରୁଛୁ ।


ବାହାରୁ ଆସିଲେ ହାତକୁ ଧଉଛୁ

ଆତ୍ମୀୟ ଶବକୁ ଦେଖି ନ ପାରୁଛୁ ।


ସେନେହ ମମତା ହରେଇ ଦେଇଛୁ 

ନିଜ ର ବନ୍ଧୁ ଠୁ ଦୂରେଇ ରହୁଛୁ ।


ବେଳକୁ ବେଳକୁ ଦୁଃଖ ତ ବଢୁଛି

କରୋନା ଆକ୍ରାନ୍ତେ ଜଗତ କାନ୍ଦୁଛି ।


ସତେକି ପାପର ଅନ୍ତ ଯେ ଘଟୁଛି

କରୋନା ରୂପକ ମହାମାରୀଟେ ଆସିଛି।


ଅହେଦୟାମୟ ଜଗତ କାନ୍ଦୁଛି

ରକ୍ଷା କର ବାରେ ପ୍ରଭୁ ହାତ ମୁଁ ଯୋଡୁଛି ।


Rate this content
Log in

Similar oriya poem from Abstract