STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ବରବାଦ୍ ହେଲି

ବରବାଦ୍ ହେଲି

1 min
161

ଏତେ ଛଳନା ପ୍ରିୟା କଲୁ କାହିଁ ପାଇଁ

ବରବାଦ୍ ହେଲି ଆଜି ତୋରି ପାଇ ।


କେତେ ଭଲ ପିଲା ହୋଇଥିଲି 

ତୋ ପ୍ରେମ ରେ ଦିନେ ପଡି ଗଲି ।


ତୋ ପ୍ରେମ ରେ ମୁଁ ମୋହିତ ହେଲି

 ତୋ ପାଇଁ ଦିନ ରାତି ସ୍ୱପ୍ନ ଦେଖିଲି ।


ନିଜ କଥା କେବେ ଭାବିଲି ନାହିଁ

ଲାଜ ସରମ ସାରିଦେଲି ମୁହିଁ ।


କେତେ ଲୋକ କେତେ କଥା କହିଲେ

ସବୁ କଳଙ୍କର ଦାଗ ମୋ ମଥାରେ ଦେଲେ ।


ମୋ ସାଥେ ତୁ ଛଳନା କରି ଥିଲୁ

ପ୍ରେମ ନାଁ ରେ ତୁ ମତେ ଯନ୍ତ୍ରଣା ଦେଲୁ ।


ଆଜି ମୋ ଦୁଃଖ ବୁଝିବାକୁ କେହି ନାହିଁ

ତୋ ପାଇଁ ସବୁ ନିନ୍ଦା କୁ ସହିଛି ମୁହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract