STORYMIRROR

Hitesh Mohapatra

Abstract

3  

Hitesh Mohapatra

Abstract

ମୁଁ ଯଦି

ମୁଁ ଯଦି

1 min
732

ମୁଁ ଯଦି ହୁଅନ୍ତି ତୁମ ଘନ କୃଷ୍ଣ କବରୀରେ

ଛୋଟ କୃଷ୍ଣଚୁଡାଟିଏ

ମୁଁ ଯଦି ହୁଅନ୍ତି ତୁମ ନାଲି ଓଠ ରେ

ସରୁ ହସ ଧାରଟିଏ

ମୁଁ ଯଦି ପାରନ୍ତି ଭାଷି

ତୁମ ପ୍ରେମ ବାରିଧିରେ

ମୁଁ ଯଦି ଯାଆନ୍ତ ହଜି

ତୁମରି ଭିତରେ

ଆଉ ମୁଁ ଯଦି ନିଅନ୍ତି ଶୋଷି

ତୁମ ଦୁଃଖ ସମୁଦ୍ର କୁ

ମୁଁ ଯଦି ପାରନ୍ତି ହସି ତୁମ ସଙ୍ଗେ ମିସି

ଆଜି ତୁମେ ଦୁଃଖ ନକରିଥାନ୍ତ ବସି

କଳ୍ପନାର ତାଜ ରଚି ହଜିଥାନ୍ତେ ଅମେ

କଳନାରେ ବଞ୍ଛିବା ସବୁଠାରୁ ସହଜ ଏ ଜୀବନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract