STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

ଅନଲାଇନି ପାଠ ପଢା

ଅନଲାଇନି ପାଠ ପଢା

1 min
183


ଇଏ କି ଯୁଗ ଆସିଗଲା

ସିଲଟ ରେ ନୁହେଁ ପିଲା ଏବେ

ଅନଲାଇନ ପାଠ ପଢିଲା

ଯାହା ପାଖରେ ବଡ଼ ଫୋନ ନାହିଁ

ସେତ କେମିତି ପଢିବ କୁହ ଭାଇ

କେତେ ବେଳେ ପିଲା ପାଠ ବୁଝିଲା

ପୁଣି କେବେ ନ ବୁଝି ଚାହିଁ ରହିଲା

କେଉଁ ପିଲା ନେଟୱାର୍କ ନ ପାଇ 

ଗଛରେ ବସିଲା

ପୁଣି କିଏ ଚାଳ ଉପରେ ବସି ରହିଲା

ସ୍କୁଲୁ ଟିଉସନ ବନ୍ଦ ହୋଇଲା

ଫୋନରେ ପଢି କାହାର ଆଖି

ଖରାପ ହେଲା

ଇଏ କେମିତି ଯୁଗ ଆସିଲା

ଅନଲାଇନ ପାଠ ପଢିବାକୁ 

ପିଲା ଆମ ଚାହଁ ରହିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract