Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Sephali Meher

Romance

4.0  

Smruti Sephali Meher

Romance

ସ୍ମୃତି ପାରିଜାତ

ସ୍ମୃତି ପାରିଜାତ

1 min
212


ଭିଜୁଥିଲି ତୁମ ସାଥେ

ହୋଇ ପାଖା ପାଖି

ହାତ ମୋର ଧରିନେଲ

ନୀରବରେ ଆସି ।


କହୁଥିଲ ଗୋପନରେ

ଲାଗିଯାଅ ହୃଦେ

ପାହିଯାଉ ଜହ୍ନରାତି

ଆମ ପ୍ରେମ ରାଗେ ।


ଭୁଲିଯାଅ ଅଭିମାନ

ସ୍ପନ୍ଦନ ମୋ ଶୁଣ

ତୁମ ବିନା ମୋ ଜୀବନ

ମରୁଭୂମି ଜହ୍ନ ।


ହାତ ମୋର ଧରିଥାଅ

ଜନ୍ମ ଜନ୍ମ ସାଥେ

ବିଞ୍ଚିଦେବି ପାରିଜାତ

ତୁମ ଚଲାପଥେ।


ଆକାଶର ନୀଳରଙ୍ଗ

ମିଶିବ ଦୁଇଟି ମନ

ମେଘ ସହ ମେଘ ମିଶି

ଲେଖିବ କବିତା ଆମ ।



Rate this content
Log in

Similar oriya poem from Romance