Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Sahoo

Abstract Classics Inspirational

4.2  

Lipi Sahoo

Abstract Classics Inspirational

ସମ୍ମୋହନ

ସମ୍ମୋହନ

1 min
276


ନା ଅପ୍ରାପ୍ତିର ଅବଶାଦ

ନା ପ୍ରାପ୍ତିର ତୃପ୍ତି

ଅନନ୍ତ ପ୍ରଶାନ୍ତିର ପ୍ରତ୍ୟୟ କେବଳ

ଅତ୍ର ତଥ୍ୟ ସର୍ବତ୍ର

ମୁଁ ମୁକ୍ତ ସମସ୍ତ ବନ୍ଧନରୁ

ସମ୍ମୁଖରେ ଏକ ଉନ୍ମୁକ୍ତ ଆହ୍ୱାନ

କିଏ ସେଇ ଜ୍ୟୋତିର୍ମୟ ପୁରୁଷ

କି ! ଅଲଘ୍ୟ ତା'ର ସମ୍ମୋହନ ଶକ୍ତି

ହିମମେରୁବତ୍ କରୁଣା କଟାକ୍ଷ

ଅହଂକାର ସବୁ ଭାଜି ପଡେ

ତୁଚ୍ଛ ବାଲୁକା ସ୍ତୂପ ସମ

ସିନ୍ଧୁ ରେ ବିନ୍ଦୁ ପରି

ହଜିଯାଇଛି ମୋ ଅସ୍ତିତ୍ବ ରାଜି

ଅସମାହିତ ନିର୍ଲିପ୍ତତା କେବଳ

ବିରାଜିତ ଦିଗନ୍ତପ୍ରସାରୀ ।



Rate this content
Log in

Similar oriya poem from Abstract