Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ସମକକ୍ଷ

ସମକକ୍ଷ

1 min
246



ହୃଦୟର ସ୍ପନ୍ଦନ ହିଁ ତୁମେ

ତୁମେ ଅତି ପ୍ରିୟ,

କେହି ବି ତୁମର ସମକକ୍ଷ ନୁହଁ

ମମତାର ଅନୁଭବ ହିଁ ତୁମେ।


ତୁମେ ତ ଘରର ଗର୍ବ

ବାପା-ମା ଙ୍କ ପାଇଁ ତୁମେ ରଙ୍ଗୀନ୍ ମେଘ

ସେହି ରଙ୍ଗୀନ୍ ମେଘରୁ ଖୁସି ର ବର୍ଷା

ଖୁସିର ବାତାବରଣ ତୁମରି ପାଖରେ।


ତୁମେ ସମସ୍ତ ରଙ୍ଗ ବିସ୍ତାର କରିଛ

ଠିକ୍ ପ୍ରଜାପତି ପରି

ରାଜକୁମାରୀ ଶୈଳୀ

ପରୀମାନଙ୍କ ରାଣୀ ପରି ରାଣୀ।


ବହୁ ଦୂର ଉଡ଼ି ଉଡ଼ି

ଖୁସିର ବର୍ଷା ବୁଣୁଛ

ପ୍ରିୟ ହେଲେ ହିଁ ଖୁସି ଓ ଖୁସିର ବର୍ଷା

ସବୁ ତୁମରି ପାଖରେ

କେହି ନାହାନ୍ତି ତୁମ ସମକକ୍ଷ।


ଖୁସିର ସୌଦାଗର କୁ ଠିକ୍ ଚିହ୍ନିଛ

ତୁମେ ହିଁ ମୋ ପରିଚୟ

ଜୀବନର ଆଶା ଓ ଭରଷା

ବିଶ୍ୱାସ ର ମୂଳମନ୍ତ୍ର ତୁମେ

ହୃଦୟର ପ୍ରିୟ ଅନୁଭବ

କେହି ହେବେନି ତୁମ ସମକକ୍ଷ।



Rate this content
Log in

Similar oriya poem from Abstract